ଗତକାଲି ବାଲେଶ୍ବର ବାହାନଗାରେ ପହଁଛିଥିଲେ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ପରେ ବାଲେଶ୍ବର ହସପିଟାଲକୁ ଯାଇ ଆହତ ମାନଙ୍କୁ ଭେଟିଥିଲେ ଶୁଭେନ୍ଦୁ ଅଧିକାରୀ। ତେବେ ପ୍ରତିକ୍ରିୟାରେ କଣ କହୁଛନ୍ତି ଶୁଣନ୍ତୁ।