Advertisment

ରାଉରକେଲାରେ ତାଜିଆ ଶୋଭାଯାତ୍ରା, କଳାକୌଶଳ ଦେଖିବାକୁ ଭିଡ଼

ରାଉରକେଲା: ସମ୍ବଲପୁର ଓ ଭଦ୍ରକ ପରି ରାଉରକେଲାରେ ମଧ୍ୟ ମହରମ୍‌ ଅବସରରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଦିନବେଳା ତାଜିଆ ଶୋଭାଯାତ୍ରା କରାଯାଇଛି। ଏଥିରେ ଶହ ଶହ ଇସଲାମ ଧର୍ମାବଲମ୍ବି ସାମିଲ ହୋଇଥିଲେ। ଏହି ଅବସରରେ ଯୁବକମାନେ କଳାକୌଶଳ ପ୍ରଦର୍ଶନ କରିଥିଲେ। ଏହାକୁ ଦେଖିବାକୁ ଭିଡ଼ ଦେଖିବାକୁ ମିଳିଥିଲା। ସୁରକ୍ଷାକୁ ଦୃଷ୍ଟରେ ରଖି ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।

author-image
Ordigital Desk