ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ତାଲିବାନୀ ଶାସନ ! | Odisha Reporter
ତାଲିବାନ ପାଲଟିଗଲା କି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା? ଚୁଲିକୁ ଗଲାଣି କି ଆଇନକାନୁନ, ଥାନା ପୋଲିସ, ପ୍ରଶାସନ? ଏଠି ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ ଫଇସଲା ଅନ ଦ ସ୍ପଟ। ସର୍ବସମ୍ମୁଖରେ ମିଳୁଛି ମୃତ୍ୟୁ ଦଣ୍ଡ, ଏମାନେ କାହା ବଳରେ ବଳିୟାନ? ତାଲିବାନୀ ଶାସନଠୁ ବି ବଳିଯାଇଛି ଗଞ୍ଜାମର ଏ ଛାତିଥରା ଘଟଣା। ଯାହା ଘଟିଛି ତା'ର ଦୃଶ୍ୟ ଦେଖାଇବା ତ ସମ୍ଭବ ନୁହେଁ ଏହା ଶୁଣିଲା ପରେ ବି ଆପଣଙ୍କ ଛାତି ଥରି ଉଠିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
