Advertisment

ଟ୍ରେନ ଟ୍ରାଜେଡି ପଛରେ ତେନ୍ତୁଳି ଗଛ!

ବାଲେଶ୍ୱର ଜିଲ୍ଲାର ବାହାନଗା ଷ୍ଟେସନ ପାଖରେ ରହିଥିଲା ତେନ୍ତୁଳି ଗଛ। ସ୍ଥାନୀୟ ଲୋକଙ୍କ ପାଇଁ ତ ଏହି ତେନ୍ତୁଳି ଗଛ ଥିଲା ଦେବତା ଭଳି। ବାପଅଜା ଅମଳରୁ ପୁରୁଷ ପୁରୁଷ ଧରି ଛିଡ଼ା ହୋଇଥିବା ଏହି ଗଛ ସ୍ଥାନୀୟ ଲୋକଙ୍କ ପାଇଁ ଥିଲା ବିଶ୍ୱାସର ପ୍ରତୀକ।

author-image
Debendra Prusty

ବାଲେଶ୍ୱର ଜିଲ୍ଲାର ବାହାନଗା ଷ୍ଟେସନ ପାଖରେ ରହିଥିଲା ତେନ୍ତୁଳି ଗଛ। ସ୍ଥାନୀୟ ଲୋକଙ୍କ ପାଇଁ ତ ଏହି ତେନ୍ତୁଳି ଗଛ ଥିଲା ଦେବତା ଭଳି। ବାପଅଜା ଅମଳରୁ ପୁରୁଷ ପୁରୁଷ ଧରି ଛିଡ଼ା ହୋଇଥିବା ଏହି ଗଛ ସ୍ଥାନୀୟ ଲୋକଙ୍କ ପାଇଁ ଥିଲା ବିଶ୍ୱାସର ପ୍ରତୀକ।

Advertisment
Odisha Train Accident Train Tragedy Coromandel Express