Advertisment

ଚା’ ପିଇବାକୁ ଡର ଲାଗିଲାଣି!

ଖାଲି ହେବ ଚା' ପିଆଳିଙ୍କ ପକେଟ୍। ବଜାରଘାଟରେ ଦିନରେ ଥରେ କିମ୍ବା ଦୁଇ ଥର ଚା ପିଉଥିବା ବ୍ୟକ୍ତିଙ୍କୁ ହୁଏତ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିନପାରେ। କିନ୍ତୁ ଯେଉଁମାନେ ଦିନରେ ୧୦/୧୫ ଥର ଚା ପିଅନ୍ତି ସେମାନଙ୍କ ପକେଟ ଖାଲି ହେବାଟା ଥୟ।

author-image
Debendra Prusty

ଖାଲି ହେବ ଚା' ପିଆଳିଙ୍କ ପକେଟ୍। ବଜାରଘାଟରେ ଦିନରେ ଥରେ କିମ୍ବା ଦୁଇ ଥର ଚା ପିଉଥିବା ବ୍ୟକ୍ତିଙ୍କୁ ହୁଏତ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିନପାରେ। କିନ୍ତୁ ଯେଉଁମାନେ ଦିନରେ ୧୦/୧୫ ଥର ଚା ପିଅନ୍ତି ସେମାନଙ୍କ ପକେଟ ଖାଲି ହେବାଟା ଥୟ।

Advertisment
Odisha Tea Stall Tea Price