b-9081
ଆନନ୍ଦପୁର(ମୁନା ସିଂ):ସୀମା ଟପିଲା ଶିକ୍ଷକଙ୍କ ବର୍ବରତା। ସ୍କୁଲ ବାରଣ୍ଡାରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ଗୋରୁ ଗାଈ ଭଳି ପିଟିଲେ ସାର୍। ଆଉ ଖବର ପ୍ରସାରଣ ପରେ ସାର ସସପେଣ୍ଡ। ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ବିଇଓ । କେନ୍ଦୁଝର ହରିଚନ୍ଦନପୁର ବ୍ଲକର ପିଟାଟାଗଂର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରତି ନାରାୟଣ ରାଉତ ପିଲାଙ୍କୁ ନିର୍ଦ୍ଧୁମ ପିଟିଛନ୍ତି । ଶିକ୍ଷକଙ୍କ ରାଗ ଏତେ ଯେ, ମାଡ଼ ମାରିବା ବେଳେ ବାଡ଼ି ଭାଙ୍ଗି ଯିବା ପରେ ବି ଶାନ୍ତ ପଡ଼ୁ ନାହାନ୍ତି । ପିଲା ଯେତେ ନେହୁରା ହେଲେ ବି ଫରକ୍ ପଡିନଥିଲା। ଏ ନେଇ ଶିକ୍ଷକଙ୍କୁ ପଚାରିବାରୁ ସେ ବି ଦେଇଛନ୍ତି ଅଜବ ଉତ୍ତର। ପିଲା ପାଠ ପଢ଼ୁନାହାନ୍ତି, ଯେତେ କହିଲେ ବି ଶୁଣୁନାହାନ୍ତି, ତେଣୁ ପିଟିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/01/b-9081.jpg)