ରାଜଧାନୀ ରାଜରାସ୍ତାରେ ଶିକ୍ଷକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ। ମଞ୍ଚ ପକ୍ଷରୁ କରାଯାଇଥିବା ଦାବି ପୂରଣ କରିବାରେ ସରକାରଙ୍କ ଉଦାସୀନତା ପ୍ରତିବାଦରେ ଲୋୟର ପିଏମ୍‌ଜିରେ ଏକାଠି ହୋଇଛନ୍ତି ହଜାର ହଜାର ଶିକ୍ଷକ ଓ କର୍ମଚାରୀ। ଦାବି ପୂରଣ ନହେବା ଯାଏ ଧାରଣା ଚାଲୁ ରହିବ ବୋଲି ମଞ୍ଚ ଚେତାବନୀ ଦିଆଯାଇଛି। ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ, ଚାକିରି ସର୍ତ୍ତାବଳୀ ଲାଗୁ ଓ ବକେୟା ଦରମା ପ୍ରଦାନ […]

teacher

teacher

Rakesh Mallick
  • Published: Wednesday, 20 February 2019
  • Updated: 20 February 2019, 01:19 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ। ମଞ୍ଚ ପକ୍ଷରୁ କରାଯାଇଥିବା ଦାବି ପୂରଣ କରିବାରେ ସରକାରଙ୍କ ଉଦାସୀନତା ପ୍ରତିବାଦରେ ଲୋୟର ପିଏମ୍‌ଜିରେ ଏକାଠି ହୋଇଛନ୍ତି ହଜାର ହଜାର ଶିକ୍ଷକ ଓ କର୍ମଚାରୀ।

ଦାବି ପୂରଣ ନହେବା ଯାଏ ଧାରଣା ଚାଲୁ ରହିବ ବୋଲି ମଞ୍ଚ ଚେତାବନୀ ଦିଆଯାଇଛି। ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ, ଚାକିରି ସର୍ତ୍ତାବଳୀ ଲାଗୁ ଓ ବକେୟା ଦରମା ପ୍ରଦାନ ପାଇଁ ବହୁ ଦିନରୁ ଦାବି କରିଆସୁଛି ମିଳିତ ମଞ୍ଚ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story