/odisha-reporter/media/post_attachments/uploads/2019/02/teacher-2.jpg)
teacher
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ। ମଞ୍ଚ ପକ୍ଷରୁ କରାଯାଇଥିବା ଦାବି ପୂରଣ କରିବାରେ ସରକାରଙ୍କ ଉଦାସୀନତା ପ୍ରତିବାଦରେ ଲୋୟର ପିଏମ୍ଜିରେ ଏକାଠି ହୋଇଛନ୍ତି ହଜାର ହଜାର ଶିକ୍ଷକ ଓ କର୍ମଚାରୀ।
Advertisment
ଦାବି ପୂରଣ ନହେବା ଯାଏ ଧାରଣା ଚାଲୁ ରହିବ ବୋଲି ମଞ୍ଚ ଚେତାବନୀ ଦିଆଯାଇଛି। ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ, ଚାକିରି ସର୍ତ୍ତାବଳୀ ଲାଗୁ ଓ ବକେୟା ଦରମା ପ୍ରଦାନ ପାଇଁ ବହୁ ଦିନରୁ ଦାବି କରିଆସୁଛି ମିଳିତ ମଞ୍ଚ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
