Advertisment

ରାଜଧାନୀ ରାଜରାସ୍ତାରେ ଶିକ୍ଷକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ। ମଞ୍ଚ ପକ୍ଷରୁ କରାଯାଇଥିବା ଦାବି ପୂରଣ କରିବାରେ ସରକାରଙ୍କ ଉଦାସୀନତା ପ୍ରତିବାଦରେ ଲୋୟର ପିଏମ୍‌ଜିରେ ଏକାଠି ହୋଇଛନ୍ତି ହଜାର ହଜାର ଶିକ୍ଷକ ଓ କର୍ମଚାରୀ। ଦାବି ପୂରଣ ନହେବା ଯାଏ ଧାରଣା ଚାଲୁ ରହିବ ବୋଲି ମଞ୍ଚ ଚେତାବନୀ ଦିଆଯାଇଛି। ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ, ଚାକିରି ସର୍ତ୍ତାବଳୀ ଲାଗୁ ଓ ବକେୟା ଦରମା ପ୍ରଦାନ […]

ରାଜଧାନୀ ରାଜରାସ୍ତାରେ ଶିକ୍ଷକ

teacher

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ। ମଞ୍ଚ ପକ୍ଷରୁ କରାଯାଇଥିବା ଦାବି ପୂରଣ କରିବାରେ ସରକାରଙ୍କ ଉଦାସୀନତା ପ୍ରତିବାଦରେ ଲୋୟର ପିଏମ୍‌ଜିରେ ଏକାଠି ହୋଇଛନ୍ତି ହଜାର ହଜାର ଶିକ୍ଷକ ଓ କର୍ମଚାରୀ।

Advertisment

ଦାବି ପୂରଣ ନହେବା ଯାଏ ଧାରଣା ଚାଲୁ ରହିବ ବୋଲି ମଞ୍ଚ ଚେତାବନୀ ଦିଆଯାଇଛି। ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ, ଚାକିରି ସର୍ତ୍ତାବଳୀ ଲାଗୁ ଓ ବକେୟା ଦରମା ପ୍ରଦାନ ପାଇଁ ବହୁ ଦିନରୁ ଦାବି କରିଆସୁଛି ମିଳିତ ମଞ୍ଚ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe