ସ୍କାନର୍‌ରେ ‘ସୁନ୍ଦରୀ’

ଅନୁଗୋଳ (ବିରଜା ଦାସ): ସାତକୋଶିଆ ଅଭୟାରଣ୍ୟରେ ଛଡ଼ା ଯାଇଥିବା ବାଘୁଣୀ ‘ସୁନ୍ଦରୀ’ ମଣିଷ ମାରୁଥିବା ଅଭିଯୋଗ ହେବା ପରେ ଜଙ୍ଗଲ ଆଖପାଖ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ଏହି ଅଭିଯୋଗକୁ ଭିତ୍ତି କରି ଡେରାଡୁନ୍‌ରୁ ଆସିଥିବା ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ର ସ୍ୱତନ୍ତ୍ର  ଟିମ୍ ‘ସୁନ୍ଦରୀ’ର ଗତିବିଧି ଅନୁଧ୍ୟାନ ଆରମ୍ଭ କରିଛି। ଏହି ଟିମ୍‌ ବାଘୁଣୀ ‘ସୁନ୍ଦରୀ’ର ଆଚରଣ ଓ ବିଚରଣକୁ ଟିକିନିଖି ଯାଞ୍ଚ୍‌ କରିବ। ଏହି ଯାଞ୍ଚ୍‌ ପରେ ‘ସୁନ୍ଦରୀ’କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ନା ଅନ୍ୟ […]

Sundari

Sundari

Rakesh Mallick
  • Published: Sunday, 16 September 2018
  • Updated: 16 September 2018, 12:40 PM IST

Sports

Latest News

ଅନୁଗୋଳ (ବିରଜା ଦାସ): ସାତକୋଶିଆ ଅଭୟାରଣ୍ୟରେ ଛଡ଼ା ଯାଇଥିବା ବାଘୁଣୀ ‘ସୁନ୍ଦରୀ’ ମଣିଷ ମାରୁଥିବା ଅଭିଯୋଗ ହେବା ପରେ ଜଙ୍ଗଲ ଆଖପାଖ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ଏହି ଅଭିଯୋଗକୁ ଭିତ୍ତି କରି ଡେରାଡୁନ୍‌ରୁ ଆସିଥିବା ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ର ସ୍ୱତନ୍ତ୍ର  ଟିମ୍ ‘ସୁନ୍ଦରୀ’ର ଗତିବିଧି ଅନୁଧ୍ୟାନ ଆରମ୍ଭ କରିଛି।

ଏହି ଟିମ୍‌ ବାଘୁଣୀ ‘ସୁନ୍ଦରୀ’ର ଆଚରଣ ଓ ବିଚରଣକୁ ଟିକିନିଖି ଯାଞ୍ଚ୍‌ କରିବ। ଏହି ଯାଞ୍ଚ୍‌ ପରେ ‘ସୁନ୍ଦରୀ’କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ନା ଅନ୍ୟ କିଛି ବିକଳ୍ପ ପଦକ୍ଷେପ ନିଆଯିବ, ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ବାଘୁଣୀ ‘ସୁନ୍ଦରୀ’ ଏବେ ସାତକୋଶିଆ ଅଭୟାରଣ୍ୟ ସଂଲଗ୍ନ ଆଠମଲ୍ଲିକର ବନାଞ୍ଚଳରେ ବିଚରଣ କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story