ଭୁବନେଶ୍ୱରରେ ଟେନ୍‌କେ ମାରାଥନ୍

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ XIMB ଅନୁଷ୍ଠାନ ପକ୍ଷରୁ ଟେନ୍&zwnj;କେ ମାରାଥନ୍ ଆୟୋଜିତ ହୋଇଯାଇଛି। ଏହାର ନାଁ ରଖାଯାଇଛି X-ANTHON 17। ଏନ୍&zwnj;ଜିଓ ମାଧ୍ୟମରେ ଅସହାୟ ପିଲାମାନକୁ ସାହାଯ୍ୟ କରିବା ଲକ୍ଷ୍ୟରେ ଏହି ମାରାଥନ୍ ଆୟୋଜନ କରାଯାଇଥିଲା।</p> <p>ସେହିପରି ସାଇବାବା ଇଣ୍ଡିଆ ଫାଉଣ୍ଡେସନ୍ ତରଫରୁ କଲାମଙ୍କ ଜନ୍ମଦିନରେ ମିନି ଇଣ୍ଡିଆ ମାରାଥନ୍ ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ରାମ ମନ୍ଦିରରୁ ମାଷ୍ଟର କ୍ୟାଣ୍ଟିନ୍ ଯାଏଁ ପିଲାମାନେ ଏଥିରେ ଦୌଡିଥିଲେ।</p>

Ordigital Desk
  • Published: Sunday, 15 October 2017
  • Updated: 15 October 2017, 05:50 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ XIMB ଅନୁଷ୍ଠାନ ପକ୍ଷରୁ ଟେନ୍&zwnj;କେ ମାରାଥନ୍ ଆୟୋଜିତ ହୋଇଯାଇଛି। ଏହାର ନାଁ ରଖାଯାଇଛି X-ANTHON 17। ଏନ୍&zwnj;ଜିଓ ମାଧ୍ୟମରେ ଅସହାୟ ପିଲାମାନକୁ ସାହାଯ୍ୟ କରିବା ଲକ୍ଷ୍ୟରେ ଏହି ମାରାଥନ୍ ଆୟୋଜନ କରାଯାଇଥିଲା।</p><p>ସେହିପରି ସାଇବାବା ଇଣ୍ଡିଆ ଫାଉଣ୍ଡେସନ୍ ତରଫରୁ କଲାମଙ୍କ ଜନ୍ମଦିନରେ ମିନି ଇଣ୍ଡିଆ ମାରାଥନ୍ ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ରାମ ମନ୍ଦିରରୁ ମାଷ୍ଟର କ୍ୟାଣ୍ଟିନ୍ ଯାଏଁ ପିଲାମାନେ ଏଥିରେ ଦୌଡିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos