bbsr
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ XIMB ଅନୁଷ୍ଠାନ ପକ୍ଷରୁ ଟେନ୍କେ ମାରାଥନ୍ ଆୟୋଜିତ ହୋଇଯାଇଛି। ଏହାର ନାଁ ରଖାଯାଇଛି X-ANTHON 17। ଏନ୍ଜିଓ ମାଧ୍ୟମରେ ଅସହାୟ ପିଲାମାନକୁ ସାହାଯ୍ୟ କରିବା ଲକ୍ଷ୍ୟରେ ଏହି ମାରାଥନ୍ ଆୟୋଜନ କରାଯାଇଥିଲା।
ସେହିପରି ସାଇବାବା ଇଣ୍ଡିଆ ଫାଉଣ୍ଡେସନ୍ ତରଫରୁ କଲାମଙ୍କ ଜନ୍ମଦିନରେ ମିନି ଇଣ୍ଡିଆ ମାରାଥନ୍ ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ରାମ ମନ୍ଦିରରୁ ମାଷ୍ଟର କ୍ୟାଣ୍ଟିନ୍ ଯାଏଁ ପିଲାମାନେ ଏଥିରେ ଦୌଡିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us