‘ଏଥର ଟେନିସରେ ଆଗ୍ରହ ବଢିବ’ 

  • Published: Friday, 16 June 2023
  • , Updated: 16 June 2023, 05:54 PM IST

ଭୁବନେଶ୍ବରରେ ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍। ଭୁବନେଶ୍ୱରର ଖ୍ୟାତନାମା ତଥା ସର୍ବବୃହତ ଆବାସିକ କଂପ୍ଲେକ୍ସ ‘ଜେଡ୍ ୱାନ୍’ ଆପାର୍ଟମେଣ୍ଟ୍ ପରିସରରେ ଏକ ସଂପୂର୍ଣ୍ଣ ଅତ୍ୟାଧୁନିକ କ୍ରୀଡ଼ା ପରିସର ‘କ୍ଲବ୍ ଅମ୍ବର’ ଉଦ୍‌ଘାଟିତ ହୋଇଛି। ଭାରତର ପ୍ରଖ୍ୟାତ ଟେନିସ ଖେଳାଳି ଲିଆଣ୍ଡର ପେସ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ 'କ୍ଲବ୍ ଅମ୍ବର’କୁ  ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ୨ ଏକର ପରିମିତ ଅଞ୍ଚଳ ଉପରେ ନିର୍ମିତ ‘କ୍ଲବ୍ ଅମ୍ବର’ ହେଉଛି ସବୁଠାରୁ ବଡ଼ ରେସିଡେନ୍ସିଆଲ୍ ଆଉଟଡୋର୍ ଗେମ୍ କମ୍ପ୍ଲେକ୍ସ। 

 

Related story