ବଳିକୁ ନେଇ ଆଦିବାସୀ ଓ ଅଣ-ଆଦିବାସୀ ମୁହାଁମୁହିଁ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ନିକଟସ୍ଥ ମଠଖାଇ ମନ୍ଦିରରେ ବଳିକୁ ନେଇ ଆଦିବାସୀ ଓ ଅଣ-ଆଦିବାସୀ ମୁହାଁମୁହିଁ ହୋଇଛନ୍ତି। ପରମ୍ପରା ଅନୁସାରେ ବଳି ଦେବା ଲାଗି ଆଦିବାସୀ ଜିଦ୍‌ ଧରିଥିବା ବେଳେ ବଳିକୁ ବିରୋଧ କରିଥିଲେ ଅଣ-ଆଦିବାସୀମାନେ। ଏହାକୁ ନେଇ ସେଠାରେ ଛକାପଞ୍ଝା ଲାଗି ରହିଥିଲା। ତେବେ ପ୍ରଶାସନ ଉପସ୍ଥିତିରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ପରେ ବିନା ବଳିରେ ସମ୍ପନ୍ନ ହୋଇଛି ପୂଜା କାର୍ଯ୍ୟ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ମାଜିଷ୍ଟ୍ରେଟ୍ […]

TENSION-IN-BALANGIR-OVER-ANIMAL-SACRIFICE-RESOLVED

Rakesh Mallick
  • Published: Friday, 19 October 2018
  • Updated: 19 October 2018, 05:35 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ନିକଟସ୍ଥ ମଠଖାଇ ମନ୍ଦିରରେ ବଳିକୁ ନେଇ ଆଦିବାସୀ ଓ ଅଣ-ଆଦିବାସୀ ମୁହାଁମୁହିଁ ହୋଇଛନ୍ତି। ପରମ୍ପରା ଅନୁସାରେ ବଳି ଦେବା ଲାଗି ଆଦିବାସୀ ଜିଦ୍‌ ଧରିଥିବା ବେଳେ ବଳିକୁ ବିରୋଧ କରିଥିଲେ ଅଣ-ଆଦିବାସୀମାନେ। ଏହାକୁ ନେଇ ସେଠାରେ ଛକାପଞ୍ଝା ଲାଗି ରହିଥିଲା। ତେବେ ପ୍ରଶାସନ ଉପସ୍ଥିତିରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ପରେ ବିନା ବଳିରେ ସମ୍ପନ୍ନ ହୋଇଛି ପୂଜା କାର୍ଯ୍ୟ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ମାଜିଷ୍ଟ୍ରେଟ୍ ଓ ପୋଲିସ ମୁତୟନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story