Advertisment

ରାଉରକେଲା କଣ୍ଟେନମେଣ୍ଟ ଅଞ୍ଚଳରେ ପୁଣି ଉତ୍ତେଜନା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର କଣ୍ଟେନମେଣ୍ଟ ଅଞ୍ଚଳରେ ଆଜି ସକାଳେ ପୁଣି ଉତ୍ତେଜନା ଦେଖାଦେଇଛି। ପ୍ଲାଣ୍ଟ୍‌ ସାଇଟ୍‌ ବସ୍ତିର ଲୋକମାନେ ମେଳି ହୋଇ ବାହାରକୁ ବାହାରିବାକୁ ଉଦ୍ୟମ କରିଥିଲେ। କଣ୍ଟେନମେଣ୍ଟ ଜୋନ୍‌ରେ ଠିକ୍‌ ଭାବେ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏମିତିକି ବଜାରକୁ ଯାଇ ସାମଗ୍ରୀ ଆଣିବାକୁ ଲୋକମାନେ ଜିଦ୍‌ ଧରି ବସିଥିଲେ। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। […]

ଅଦ୍ୟତନ ହୋଇଛି
ରାଉରକେଲା କଣ୍ଟେନମେଣ୍ଟ ଅଞ୍ଚଳରେ ପୁଣି ଉତ୍ତେଜନା

police

Advertisment

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର କଣ୍ଟେନମେଣ୍ଟ ଅଞ୍ଚଳରେ ଆଜି ସକାଳେ ପୁଣି ଉତ୍ତେଜନା ଦେଖାଦେଇଛି। ପ୍ଲାଣ୍ଟ୍‌ ସାଇଟ୍‌ ବସ୍ତିର ଲୋକମାନେ ମେଳି ହୋଇ ବାହାରକୁ ବାହାରିବାକୁ ଉଦ୍ୟମ କରିଥିଲେ। କଣ୍ଟେନମେଣ୍ଟ ଜୋନ୍‌ରେ ଠିକ୍‌ ଭାବେ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

Advertisment

ଏମିତିକି ବଜାରକୁ ଯାଇ ସାମଗ୍ରୀ ଆଣିବାକୁ ଲୋକମାନେ ଜିଦ୍‌ ଧରି ବସିଥିଲେ। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

ସେହିପରି ମେ’ ୪ ତାରିଖରେ ରାଉରକେଲାର କଣ୍ଟେନମେଣ୍ଟ ଜୋନ୍‌ରେ ପୁଲିସ୍‌ ଉପରକୁ କିଛି ଲୋକେ ପଥର ମାଡ଼ କରିଥିଲେ। ଏଥିସହ ବ୍ୟାରିକେଡ ଭାଙ୍ଗିଦେଇଥିଲେ। ଏହି ଆକ୍ରମଣରେ କିଛି ପୁଲିସ୍‌ କର୍ମୀ ଆହତ ହୋଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe