ରାତିରେ ଆସି ନେଇଯାଉଛି କଲିଜା ! || Mysterious killing Of Sheep Worries Locals In Niali ||Odisha Reporter
Advertisment
ରାତିରେ ଆସୁଛି, ସକାଳୁ ଯାଉଛି। ମାରି ମାରି ବାହାର କରୁଛି ଅନ୍ତବୁଜୁଳା। ରକ୍ତାକ୍ତ କରିବା ସହ ମାରିଦେଇ ଚାଲିଯାଉଛି। ସମସ୍ତଙ୍କୁ ଅଛପା- କିଏ ମାରୁଛି? ବନ କର୍ମଚାରୀ ପାଉନି ଟେର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us