କଣ୍ଟେନମେଣ୍ଟ ଯୋଗୁ ଗାଁକୁ ଆସି ପାରିଲାନି ଆମ୍ୱୁଲାନ୍ସ; ଆଖି ବୁଜିଲା ୭ ବର୍ଷର ଶିଶୁ

ବାଲିଗୁଡ଼ା (ଅଜିତ ନାୟକ): କଣ୍ଟେନ୍‌ମେଣ୍ଟ୍ ଯୋଗୁ ରାସ୍ତା ବନ୍ଦ ଥିବାରୁ ଗାଁକୁ ଆସି ପାରିଲା ନାହିଁ ଆମ୍ୱୁଲାନ୍ସ। ତେଣୁ ଏକ ୭ ବର୍ଷ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏମିତିକି ଡାକ୍ତରଖାନାରୁ ଘରକୁ ଶବ ଆଣିବା ଲାଗି ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ବି ମିଳିଲା ନାହିଁ। ତେଣୁ ପରିବାର ଲୋକେ ମୃତଦେହକୁ ବାଇକ୍‌ ଯୋଗେ ଘରକୁ ନେଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି  କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ। ସୂଚନା ଅନୁସାରେ, ଗତକାଲି […]

baliguda

baliguda

Jyoshna Pradhan
  • Published: Monday, 13 July 2020
  • Updated: 13 July 2020, 11:18 AM IST

Sports

Latest News

ବାଲିଗୁଡ଼ା (ଅଜିତ ନାୟକ): କଣ୍ଟେନ୍‌ମେଣ୍ଟ୍ ଯୋଗୁ ରାସ୍ତା ବନ୍ଦ ଥିବାରୁ ଗାଁକୁ ଆସି ପାରିଲା ନାହିଁ ଆମ୍ୱୁଲାନ୍ସ। ତେଣୁ ଏକ ୭ ବର୍ଷ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏମିତିକି ଡାକ୍ତରଖାନାରୁ ଘରକୁ ଶବ ଆଣିବା ଲାଗି ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ବି ମିଳିଲା ନାହିଁ। ତେଣୁ ପରିବାର ଲୋକେ ମୃତଦେହକୁ ବାଇକ୍‌ ଯୋଗେ ଘରକୁ ନେଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି  କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ।

ସୂଚନା ଅନୁସାରେ, ଗତକାଲି ସୁଗଡ଼ବାଡ଼ି ଗାଁର ୭ ବର୍ଷର ବାଳକ ବାଲଙ୍କେଶ୍ୱର ଅସୁସ୍ଥ ହୋଇପଡ଼ିବାରୁ ଆମ୍ବୁଲାନ୍ସକୁ ଡକା ଯାଇଥିଲା। ହେଲେ ଗାଁ ଠାରୁ ୪ କିମି ଦୂର ପାଟୁଳି ଠାରେ ବ୍ଲକ୍ ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ପାଇଁ ରାସ୍ତା ବନ୍ଦ କରାଯାଇଥିଲା। ତେଣୁ  ଆମ୍ବୁଲାନ୍ସଟି ସେଠି ଅଟକି ରହିଥିଲା। ଫଳରେ ଘର ଲୋକେ ପୁଅକୁ ଧରି ପାଖାପାଖି ୪ କିଲୋମିଟର ଚାଲି ଚାଲି ଯାଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ। ଏହାପରେ ତାକୁ ରାଇକିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ଅଧିକ ଚିକିତ୍ସା ଲାଗି ଫୁଲବାଣୀ ଡାକ୍ତରଖାନାକୁ ରେଫର କରିଥିଲେ। କିନ୍ତୁ ଏହାର କିଛି ସମୟ ପରେ ଶିଶୁଟିର ମୃତ୍ୟୁ ଘଟିଥିଲା। ଏହା ପରେ ଶିଶୁଟିର ଶବକୁ ଘରକୁ ନେବା ଲାଗି ଡାକ୍ତରଖାନା ତରଫରୁ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ମିଳିଲା ନାହିଁ। ପରେ ପରିବାର ଲୋକେ ବାଇକ୍ ଯୋଗେ ମୃତଦେହକୁ ଘରକୁ ନେଇଥିଲେ।

ସ୍ଥାନୀୟ ପ୍ରଶାସନ ରାସ୍ତା ବନ୍ଦ କରିବା ଯୋଗୁ ଶିଶୁଟିର ଜୀବନ ଚାଲିଗଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା ବନ୍ଦ ନଥିଲେ ଠିକ୍‌ ସମୟରେ ଆମ୍ବୁଲାନ୍ସ ଗାଁ ଭିତରକୁ ଆସି ପାରିଥା’ନ୍ତା ବୋଲି ଶିଶୁର ବାପା କହିଛନ୍ତି। ଅନ୍ୟପକ୍ଷରେ ଶିଶୁର ମୃତଦେହ ଆଣିବା ପାଇଁ ମହାପ୍ରୟାଣ ନ ମିଳିବା ଘଟଣା ନେଇ ଡାକ୍ତରଖାନା ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story