Advertisment

ଲୁହରେ ଲଢ଼ୁଛନ୍ତି ଜୀବନ ଯୁଦ୍ଧ

ମଥାରେ ଓଢଣା ଦେଇ ରାସ୍ତା କଡରେ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ଲଢ଼ୁଥିବା ମା' ବୋଧହୁଏ ଖୁବ କମ ଦେଖିବାକୁ ମିଳନ୍ତି। ସକାଳ ହେଉ ହେଉ ଲାଗିଯାଉଛନ୍ତି କାମରେ। ଦୋକାନ କାମକୁ ପିଲାଙ୍କ କାମ ତାଙ୍କ ଆଗରେ ଏବେ ଏବେ ଲୁହ ଲହୁ ସବୁ ସାମାନ।

author-image
Manoj Swain

ମଥାରେ ଓଢଣା ଦେଇ ରାସ୍ତା କଡରେ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ଲଢ଼ୁଥିବା ମା' ବୋଧହୁଏ ଖୁବ କମ ଦେଖିବାକୁ ମିଳନ୍ତି। ସକାଳ ହେଉ ହେଉ ଲାଗିଯାଉଛନ୍ତି କାମରେ। ଦୋକାନ କାମକୁ ପିଲାଙ୍କ କାମ ତାଙ୍କ ଆଗରେ ଏବେ ଏବେ ଲୁହ ଲହୁ ସବୁ ସାମାନ। ଯାହା ସହ ସେ ଜୀବନର ସୁନେଲି ସ୍ୱପ୍ନ ଦେଖିଥିଲେ ସେ ତ ଅଧାରୁ ହାତ ଛାଡି ଚାଲିଗଲା। ଏବେ ପିଲା ଦୁହିଁଙ୍କ ପାଇଁ ଘରୁ ବାହାରକୁ ଗୋଡ କାଢିଛନ୍ତି ଲାଜକୁ କାନିରେ ବାନ୍ଧି ରାସ୍ତାକଡ଼ରେ ପେଟ ପାଇଁ ସଂଘର୍ଷ କରୁଛନ୍ତି। ଏ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହୁଲି ଗାଁର ଝରଣା ବିଶ୍ୱାଳ।

Advertisment
Odisha ‌Dhenkanal