ମଥାରେ ଓଢଣା ଦେଇ ରାସ୍ତା କଡରେ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ଲଢ଼ୁଥିବା ମା' ବୋଧହୁଏ ଖୁବ କମ ଦେଖିବାକୁ ମିଳନ୍ତି। ସକାଳ ହେଉ ହେଉ ଲାଗିଯାଉଛନ୍ତି କାମରେ। ଦୋକାନ କାମକୁ ପିଲାଙ୍କ କାମ ତାଙ୍କ ଆଗରେ ଏବେ ଏବେ ଲୁହ ଲହୁ ସବୁ ସାମାନ। ଯାହା ସହ ସେ ଜୀବନର ସୁନେଲି ସ୍ୱପ୍ନ ଦେଖିଥିଲେ ସେ ତ ଅଧାରୁ ହାତ ଛାଡି ଚାଲିଗଲା। ଏବେ ପିଲା ଦୁହିଁଙ୍କ ପାଇଁ ଘରୁ ବାହାରକୁ ଗୋଡ କାଢିଛନ୍ତି ଲାଜକୁ କାନିରେ ବାନ୍ଧି ରାସ୍ତାକଡ଼ରେ ପେଟ ପାଇଁ ସଂଘର୍ଷ କରୁଛନ୍ତି। ଏ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହୁଲି ଗାଁର ଝରଣା ବିଶ୍ୱାଳ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ସୁନୀଲ ବଂଶଲଙ୍କ ସିକ୍ରେଟ୍ ପ୍ଲାନ
କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂଶଲଙ୍କ ସ୍ରିକେଟ୍ ପ୍ଲାନ । ରାଜ୍ୟ କାର୍ଯ୍ୟକାରିଣୀରେ ବିସ୍ତୃତ ଆଲୋଚାନ । ବଂଶଲ ହେଭି ଟାସ୍କ କାର୍ଯ୍ୟକର୍ତ୍ତାଙ୍କୁ ଦେଇଛନ୍ତି । ସରକାର ଗଢିବାକୁ ଫୁଲ୍ ପ୍ରିପେୟାର ବିଜେପି । ବଂଶଲ କହୁଛନ୍ତି ମଜଭୁତ ହେବ ବିଜେପି ଧରାଶାୟୀ ହେବ ବିଜେଡି
Odisha
ବିଜେଡି ମୁକ୍ତ ଓଡ଼ିଶାର ବ୍ଲୁ-ପ୍ରିଣ୍ଟ ରେଡି
ପ୍ରସ୍ତୁତ ହେଲା ଦଳର ରୋଡମ୍ୟାପ୍। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ଆର ପାର୍ ଲଢେଇ ପାଇଁ ବିସ୍ତୃତ ଆଲୋଚନା ହୋଇଛି।
Odisha
କାହାକୁ ଯିବ କଲ୍ ?
କିଏ ହେବେ ମନ୍ତ୍ରୀ ? କାହାକୁ ଯିବ କଲ୍ ? କିଏ ସେହି ବିଧାୟକ ? ଯାହାଙ୍କୁ ନବୀନ ନିବାସରୁ ହେବ ରିଙ୍ଗ୍। ସମୟ ଗଡୁଛି, ହାର୍ଟବିଟ୍ ବଢୁଛି। କେଉଁ ମୂହୂର୍ତ୍ତରେ ଯାଇପାରେ କଲ । ଫୋନ ଧରି ବାଲକୋନିରେ ବୁଲିଲେଣି ନେତା ।
Odisha
ଦୁର୍ନାମ ମୁଣ୍ଡାଉଛି OPSC !
ଅନିୟମିତତା କଥା କାହିଁକି ବାରମ୍ବାର ଉଠୁଛି। ରାଜ୍ୟର ଏହି ସର୍ବବୃହତ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଉପରେ ଆଶାୟୀଙ୍କ ରହୁନି ଭରସା। ASO ପରୀକ୍ଷାର ମେରିଟ ଲିଷ୍ଟକୁ ନେଇ ଆଶାୟୀ ଏବେ ଦୁଇ ଫାଳ।