Advertisment

ବେଳାଭୂମି ହେବ ପଟ୍ଟାୟା ଭଳି, ଝୁମିବେ ପର୍ଯ୍ୟଟକ

ବେଳାଭୂମିରେ ଜମିବ ଆସର, ହାତରେ ମଦ ଧରାଇବେ ସରକାର। କୁଡିଆରୁ ମଦ ପିଇବେ, ବେଳାଭୂମିରେ ମାତାଲ ହେବେ। ଯଦି ଆପଣ ଓଡିଶାର କୌଣସି ବେଳାଭୂମିରେ ସପରିବାର ସହ ସମୟ କାଟିବାକୁ ବାହାରୁଥାଆନ୍ତି ତେବେ ସତର୍କ ହୋଇଯିବା ଠିକ୍। କାହିଁକି ନା ଏଣିକି ପରିବାର ସହ ବିଚରେ ବୁଲିବା ଆଉ ପୂର୍ବ ଭଳି ସହଜ ହେବ ନାହିଁ।

Advertisment

ବେଳାଭୂମିରେ ଜମିବ ଆସର, ହାତରେ ମଦ ଧରାଇବେ ସରକାର। କୁଡିଆରୁ ମଦ ପିଇବେ, ବେଳାଭୂମିରେ ମାତାଲ ହେବେ। ଯଦି ଆପଣ ଓଡିଶାର କୌଣସି ବେଳାଭୂମିରେ ସପରିବାର ସହ ସମୟ କାଟିବାକୁ ବାହାରୁଥାଆନ୍ତି ତେବେ ସତର୍କ ହୋଇଯିବା ଠିକ୍। କାହିଁକି ନା ଏଣିକି ପରିବାର ସହ ବିଚରେ ବୁଲିବା ଆଉ ପୂର୍ବ ଭଳି ସହଜ ହେବ ନାହିଁ। ପୂର୍ବ ଅପେକ୍ଷା ବିଚ ଅଧିକ ଆଶାନ୍ତ ହୋଇପଡିବ। ରାଜ୍ୟର ସମସ୍ତ ସମୁଦ୍ର ଉପକୂଳରେ ଖୋଲିବ ମଦ ଭାଟି। ସରକାରୀ ଭାବରେ ଦୋକାନ ଖୋଲାଯାଇ ମଦ ବଣ୍ଟାଯିବ। ପର୍ଯ୍ୟଟକଙ୍କ ହାତ ପାଆନ୍ତାରେ ମଦ ମିଳିବ। ଆଉ ମଦ ପିଇ ମାତାଲ ହେବେ। ଝୁମି ଝୁମି ସମୁଦ୍ରରେ ଗାଧୋଇବେ।

Advertisment
Alcoholic Odisha Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe