ନବୀନଙ୍କ ବଜେଟ୍ ପ୍ରତିକ୍ରିୟା: ମୋଦିଙ୍କୁ ସ୍ୱାଗତ, ରାଜ୍ୟ ବିଜେପିକୁ ସମାଲୋଚନା

୨୦୨୧-୨୨ ମସିହାରେ ପ୍ରାୟ ୮୦ହଜାର କୋଟି ଟଙ୍କା ଶସ୍ୟ କ୍ରୟ ପାଇଁ ଖର୍ଚ୍ଚ ହୋଇଥିବାବେଳେ ଏଥର ବଜେଟରେ ମାତ୍ର ୬୦ହଜାର କୋଟି ଟଙ୍କା ରହିଛି

CM PhotoInternet

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Wednesday, 01 February 2023
  • Updated: 01 February 2023, 09:01 PM IST

Sports

Latest News

୨୦୨୩-୨୪ କେନ୍ଦ୍ରୀୟ ବଜେଟରେ କିଛି ଲଭ ଦିଗ ରହିଛି ଯାହାକୁ ପ୍ରଶଂସା କରାଯିବାର ଆବଶ୍ୟକତା ରହିଛି ଓ କିଛି ଚିନ୍ତା ରହିଛି ଯାହା ଉପରେ ଧ୍ୟାନ ଦେଇ ତା’ର ସମାଧାନ କରାଯିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ ଆଜି କେନ୍ଦ୍ରୀୟ ବଜେଟ୍ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପକୁ ପ୍ରଶଂସା କରିଥିବାବେଳେ ପ୍ରଥମଥର ପାଇଁ ରାଜ୍ୟ ବିଜେପିକୁ ସିଧାସଳଖ ସମାଲୋଚନା କରିଛନ୍ତି । ଶ୍ରୀ ପଟ୍ଟନାୟକ କେନ୍ଦ୍ରୀୟ ବଜେଟ ଉପରେ ପ୍ରତିକ୍ରିୟା ଦେବା ଆଳରେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ସମାଲୋଚନା କରିଥିଲେ ମଧ୍ୟ କେନ୍ଦ୍ରୀୟ ବିଜେପି ନେତା ଓ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ସମ୍ପର୍କରେ ମୁହଁ ଖୋଲିନାହାନ୍ତି । ପ୍ରଥମଥର ପାଇଁ ରାଜ୍ୟ ବିଜେପିକୁ ସିଧାସଳଖ ସମାଲୋଚନା କରି ନବୀନ ନିଜର କାର୍ଯ୍ୟଶୈଳୀରେ ପରିବର୍ତ୍ତନର ସନ୍ଦେଶ ଦେଇଛନ୍ତି ତଥା ତାଙ୍କର ଦୋମୁହାଁ ଚରିତ୍ରକୁ ପଦାରେ ପଡ଼ିଛି ।

ଶ୍ରୀ ପଟ୍ଟନାୟକ କେନ୍ଦ୍ରୀୟ ବଜେଟରେ ପୁଞ୍ଜିନିବେଶ ବୃଦ୍ଧି, ପାନୀୟ ଜଳ ପ୍ରୟାସକୁ ସମର୍ଥନ ଓ ଗ୍ରାମାଂଚଳ ଗୃହ ନିର୍ମାଣରେ ବୃଦ୍ଧି ଭଳି ଭଲ ପଦକ୍ଷେପ ନିଆଯାଇଛି । ଏସବୁ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଗ୍ରାମାଂଚଳରେ ବି ସାମାଜିକ ପ୍ରଭାବ ପକାଇବ । ମାଣ୍ଡିଆକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ସ୍ୱାଗତ କରୁଛି । ଦେଶରେ ‘ଓଡ଼ିଶା ମିଲେଟ୍ ମିଶନ’ ହେଉଛି ଅଗ୍ରଣୀ ପଦକ୍ଷେପ । ମାଣ୍ଡିଆକୁ ବଜେଟରେ ଗୁରୁତ୍ୱ ମିଳିଥିବାରୁ ଶ୍ରୀ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି ।

Also Read

ନୂଆ ଯୁଗର ଜ୍ଞାନକୌଶଳ ଯଥା-ଆର୍ଟଫିସିଆଲ ଇଣ୍ଟେଲିଜେନ୍ସ,ଇଂଟରନେଟ୍ ଅଫ୍ ଥିଙ୍ଗସ୍ ଆଦି ଉପରେ ଗୁରୁତ୍ୱ ପ୍ରଶଂସନୀୟ । ଏସବୁ ବଜେଟର ଭଲ ଦିଗ । ଆଦିମ ଜନଜାତି ଗୋଷ୍ଠୀଙ୍କ ଉପରେ ଧ୍ୟାନକେନ୍ଦ୍ରିତ କରାଯିବା ମଧ୍ୟ ସ୍ୱାଗତଯୋଗ୍ୟ ପଦକ୍ଷେପ ।

ତେବେ ମନରେଗା ପାଣ୍ଠିରେ ଦ୍ରୁତ ହ୍ରାସକୁ ନେଇ ଶ୍ରୀ ପଟ୍ଟନାୟକ ଚିନ୍ତା ବ୍ୟକ୍ତ କରିବା ସହ ଏହା ଗରିବ ଲୋକଙ୍କୁ ପ୍ରଭାବିତ କରିବ ବୋଲି କହିଛନ୍ତି । ଖାଦ୍ୟ ସୁରକ୍ଷା ବଜେଟ ସହ ଶସ୍ୟ କ୍ରୟରେ ହ୍ରାସ ମଧ୍ୟ ଚାଷୀ ଓ ଗରିବ ଲୋକଙ୍କୁ ପ୍ରଭାବିତ କରିବ । ୨୦୨୧-୨୨ ମସିହାରେ ପ୍ରାୟ ୮୦ହଜାର କୋଟି ଟଙ୍କା ଶସ୍ୟ କ୍ରୟ ପାଇଁ ଖର୍ଚ୍ଚ ହୋଇଥିବାବେଳେ ଏଥର ବଜେଟରେ ମାତ୍ର ୬୦ହଜାର କୋଟି ଟଙ୍କା ରହିଛି । ସର୍ବନିମ୍ନ ସହାୟକ ମୂଲ୍ୟରେ ଶସ୍ୟ ବିକ୍ରି କରିବାରେ ଏହା ଗୁରୁତର ସମସ୍ୟା ସୃଷ୍ଟି କରିବ ।

୨୦୨୧-୨୨ରେ ପ୍ରାୟ ୨ଲକ୍ଷ କୋଟି ଟଙ୍କା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଖର୍ଚ୍ଚ ହୋଇଛି କିନ୍ତୁ ଏଥର ବଜେଟରେ ମାତ୍ର ୧.୩୭ଲକ୍ଷ ଟଙ୍କା ଏଥିପାଇଁ ଆବଂଟିତ ଅଛି । ସେହିପରି ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରର ବଜେଟରେ କିଛି ବି ବୃଦ୍ଧି ହୋଇନି ଅବା ହ୍ରାସ ପାଇଛି ବୋଲି ସେ କହିଛନ୍ତି ।

ଶ୍ରୀ ପଟ୍ଟନାୟକ ବଜେଟରେ ‘ଆୟୁଷ୍ମାନ ଭାରତ ଯୋଜନା’ରେ ସମଗ୍ର ଦେଶ ପାଇଁ ୭୨୦୦କୋଟି ଟଙ୍କାର ଆବଂଟନ କରାଯିବା ପ୍ରସଙ୍ଗ ରାଜ୍ୟ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । ଶ୍ରୀ ପଟ୍ଟନାୟକ ସାଧାରଣତଃ ରାଜ୍ୟ ବିଜେପିକୁ ଆଜି ପର୍ଯ୍ୟନ୍ତ ସିଧାସଳଖ ସମାଲୋଚନା କରି ନଥିଲେ । କିନ୍ତୁ ପ୍ରଥମଥର ପାଇଁ ସ୍ପଷ୍ଟ ଭାବେ ଓଡ଼ିଶା ବିଜେପି କଥା ଉଲ୍ଲେଖ କରି କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଓଡ଼ିଶା ବିଜେପି ସବୁବେଳେ ଆକ୍ରୋଶ ବ୍ୟକ୍ତ କରିଥାଏ । କିନ୍ତୁ କେବଳ ଘରୋଇ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡ଼ିଶା ପ୍ରାୟ ୨୪୦୦କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ କେନ୍ଦ୍ର ସରକାର ସମଗ୍ର ଦେଶ ପାଇଁ ୭୨୦୦କୋଟି ଟଙ୍କା ଆବଂଟନ କରିଛନ୍ତି । ଯଦି ସରକାରୀ ହସ୍ପିଟାଲରେ ମିଳୁଥିବା ସୁବିଧାକୁ ସାମିଲ କରାଯାଏ ତା’ହେଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡ଼ିଶା ପ୍ରାୟ ୬ହଜାର କୋଟି ଟଙ୍କା ବ୍ୟୟ କରୁଛି । ଆମ ରାଜ୍ୟରେ ସ୍ୱାସ୍ଥ୍ୟକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି ଓ ଆମେ ନିଷ୍ଠାପର ଉଦ୍ୟମରେ ଏଥିରେ ନିବେଶ କରିବାରେ ବିଶ୍ୱାସ କରୁ । ତେଣୁ ଓଡ଼ିଶା ରାଜ୍ୟ ବିଜେପିର ନେତୃବୃନ୍ଦ ଆୟୁଷ୍ମାନ ଭାରତ ଯୋଜନା ନେଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀ ପଟ୍ଟନାୟକ କେନ୍ଦ୍ରୀୟ ବଜେଟ ଉପରେ ପ୍ରତିକ୍ରିୟା ଦେବା ଆଳରେ କେନ୍ଦ୍ର ବଜେଟରେ ଅନେକ ଭଲ ପଦକ୍ଷେପ ନିଆଯାଇଥିବା, ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ପ୍ରଂଶସା କରିଥିଲେ ମଧ୍ୟ ରାଜ୍ୟ ବିଜେପିକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି । ଏଭଳି କରି ଶ୍ରୀ ପଟ୍ଟନାୟକ କେନ୍ଦ୍ରର ବିଜେପି ନେତୃତାଧୀନ ସରକାରଙ୍କ ନୀତିକୁ ପରୋକ୍ଷରେ ପ୍ରଶଂସା କରିଥିଲେ ମଧ୍ୟ ରାଜ୍ୟ ବିଜେପିକୁ ସମାଲୋଚନା କରି ନିଜର ସୁବିଧାବାଦୀ ଚରିତ୍ରର ପରିଚୟ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story