ହତ୍ୟା ପୂର୍ବ ଦିନ ଦୀପାଳିକୁ ଫୋନ କରି ଶୀଘ୍ର ଆସିବାକୁ କହିଥିଲେ ନବ ଦାସ

ହତ୍ୟା ପୂର୍ବ ଦିନ ଦୀପାଳିକୁ ଫୋନ କରି ଶୀଘ୍ର ଆସିବାକୁ କହିଥିଲେ ନବ ଦାସ। ନବ ଦାସଙ୍କ ହତ୍ୟାକାଣ୍ଡର ପୂର୍ବ ଦିନ ନବ ଦାସ ତାଙ୍କ ଝିଅ ଦୀପାଳିକୁ ଫୋନକରି କହିଥିଲେ କି ତୁ ଶୀଘ୍ର ପଳେଇଆ। ମୁଁ ଭାବିନଥିଲି ଏମିତି ଘଟଣା ଘଟିଯିବ ବୋଲି କହିଛନ୍ତି ଦୀପାଳି ଦାସ।

Manoj Swain
  • Published: Monday, 13 March 2023
  • Updated: 13 March 2023, 12:07 PM IST

Sports

Latest News

ହତ୍ୟା ପୂର୍ବ ଦିନ ଦୀପାଳିକୁ ଫୋନ କରି ଶୀଘ୍ର ଆସିବାକୁ କହିଥିଲେ ନବ ଦାସ। ନବ ଦାସଙ୍କ ହତ୍ୟାକାଣ୍ଡର ପୂର୍ବ ଦିନ ନବ ଦାସ ତାଙ୍କ ଝିଅ ଦୀପାଳିକୁ ଫୋନକରି କହିଥିଲେ କି ତୁ ଶୀଘ୍ର ପଳେଇଆ। ମୁଁ ଭାବିନଥିଲି ଏମିତି ଘଟଣା ଘଟିଯିବ ବୋଲି କହିଛନ୍ତି ଦୀପାଳି ଦାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos