ମଣିଷ ମାଂସରେ ଭୋଜି କରିଛି ଲୌହ ଦାନବ | Odisha Reporter
Advertisment
ଛାତିଥରା ଦୃଶ୍ୟ। ଯେମିତି ଲାଗୁଛି, ମଣିଷ ମାଂସରେ ଭୋଜି କରି ଲୌହ ଦାନବ। ଆଉ ସମସ୍ତଙ୍କୁ ନିମନ୍ତ୍ରଣ କରିଛି। ଆଖିରୁ ତରା ଖସି ପଡୁଛି। ଲୋମ ଟାଙ୍କୁରି ଉଠୁଛି। ଆତ୍ମୀୟ ସ୍ୱଜନମାନେ ଜୀବିତ କି ମୃତ ଜାଣିବା ପାଇଁ ଫୋନ ଆସୁଛି। ଫୋନ ରିଙ୍ଗ୍ ହେଉଛି ସତ ହେଲେ ମଲା ମଣିଷ ପକେଟରେ। କାନ୍ଦି କାନ୍ଦି ଆଖିରୁ ଲୁହ ସରିଗଲାଣି। ଚିତ୍କାର ଶୁଣି ଶୁଣି କାନ ବଧିରା ହୋଇଗଲାଣି। ଆଖି ସାମ୍ନାରେ କୁଢ଼କୁଢ଼ ଶବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us