ନୟାଗଡ଼ ଜିଲ୍ଲାପାଳ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ଖଣି ଲିଜ୍ଧାରୀ ଏନେଇ ଅଭିଯୋଗ କରିବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାନ୍ଦପୁର ଥାନା ପୁଲିସ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ତେବେ ଏପରି ଅଭିଯୋଗକୁ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଖଣ୍ଡନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ପେନସନ୍ ପାଇଁ ବୃଦ୍ଧାଙ୍କ ସଂଘର୍ଷ ଦେଖି ଉଦବେଗ ପ୍ରକାଶ କରିଛନ୍ତି ସୀତାରମଣ
ଚାଲିବାକୁ ପାଦରେ ଶକ୍ତି ନ ଥିବା ବେଳେ ଛିଡ଼ା ହେବାକୁ ବଳ ନାହିଁ। ଏପରି ସ୍ଥିତିରେ ପରିଣତ ବୟସରେ ପହଞ୍ଚି ସାରିଥିବା ଜଣେ ବୃଦ୍ଧା ପେନସନ୍ ଗଣ୍ଡାକ ପାଇଁ ଏକ ଚେୟାରକୁ ଆଶାବାଡ଼ି କରି ମାଇଲ ବାଟ ଚାଲୁଥିବା ଭିଡିଓ କିଛି ଦିନ ପୂର୍ବେ ଭାଇରାଲ ହେଉଥିଲା।
Odisha
ଆମ୍ୱ ପାଇଁ ସଂସାର ଛାଡ଼ିଦେଲେ
କିଏ କିଏ କୁହନ୍ତି ଗଛବାବା, କିଏ କିଏ କୁହନ୍ତି ଗଛ ମଣିଷ, ଆଉ କିଏ କୁହନ୍ତି ମ୍ୟାଙ୍ଗୋମ୍ୟାନ୍। ବଗିଚାରେ ଯେଉଁଆଡ଼େ ଦେଖିବେ ଖାଲି ଆମ୍ବ ଆଉ ଆମ୍ବ। ତାଙ୍କ ବଗୀଚାରେ ୧୦୦ରୁ ଅଧିକ ବିଭିନ୍ନ ପ୍ରକାରର ବିଭିନ୍ନ ରଙ୍ଗର ଆମ୍ବ ପେନ୍ଥାରେ ଝୁଲିଛି। ସେ ହେଉଛନ୍ତି କଟକ ମାହାଙ୍ଗା ଜାତିପାରିଲୋ ଅଞ୍ଚଳର ଖୋକନ ବେହୁରା। ପ୍ରକୃତି ଓ ପରିବେଶକୁ ଭଲପାଉଥିବା ଖୋକନ ଆମ୍ବ ଗଛ ଲଗାଇବା ଓ ପରିବେଶ ସଂରକ୍ଷଣରେ ନିଜକୁ ଏତେ ଭିଜେଇ ଦେଇଛନ୍ତି ଯେ, ତା ଭିତରେ ସଂସାର କରିବାକୁ ବି ଭୁଲି ଯାଇଛନ୍ତି।
Odisha
ସ୍ୱାଭିମାନ ଅଞ୍ଚଳରେ ସୁପର ଷ୍ଟାର ଆଲୁ ଅର୍ଜୁନ
ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାଦଦେଶକୁ ଲାଗିଥିବା ତଥା ଅନ୍ଧ୍ରପ୍ରଦେଶ ସୀମାରେ ଥିବା ତରାବୁରେ ପୁଷ୍ପାର ପାର୍ଟ-୨ ସୁଟିଂ ଆରମ୍ଭ ହୋଇଛି। ପୁଷ୍ପା ଫିଲ୍ମ ନିର୍ମାତା ସଂସ୍ଥାର ପୂରା ଟିମ୍ ତରାବୁ ଜଳ ପ୍ରପାତରେ ପହଞ୍ଚି ସୁଟିଂ କରିଛନ୍ତି।
Odisha
ରତ୍ନଭଣ୍ଡାର ଚାବି ହଜିଥିଲା, ଏବେ ଫାଇଲ ହଜିଗଲା
ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ଚର୍ତୁପାଶ୍ୱର୍ରେ ଭଙ୍ଗାଗଢ଼ା କରି ସୌନ୍ଦର୍ଯ୍ୟକରଣ ମାଧ୍ୟମରେ ବିଶ୍ୱସ୍ତରୀୟ ଐତିହ୍ୟ ସ୍ଥଳୀ କରିବାର ପ୍ରଚାରରେ ମସଗୁଲ ରାଜ୍ୟ ସରକାରଙ୍କ ପରିଚାଳନାଗତ ତ୍ରୁଟି ଏବେ ପଦାରେ ପଡ଼ିଛି ।