ଗତ ମାସ ମେ' ୨୬ ତାରିଖ ଦିନ ସ୍ପିଡପୋଷ୍ଟ ଜରିଆରେ ଜିଲ୍ଲାପାଳଙ୍କୁ ଦିଆଯାଇଛି ଏକ ଚିଠି। ଏହି ଚିଠିରେ ସହରର ସମସ୍ତ ସ୍ବଂୟ ସହାୟକ ଗୋଷ୍ଠୀ, ଏସ୍.ଏଚ.ଜି ଗ୍ରୁପର ସଭାନେତ୍ରୀ ଓ ସମ୍ପାଦିକାଙ୍କ ଦସ୍ତଖତରେ ଆଠଟି ପ୍ରସ୍ତାବ ଉପରେ ଜିଲ୍ଳାପାଳଙ୍କୁ ଚିଠି ଲେଖାଯାଇଛି। ପୂରା ଚିଠିରେ ବଲାଙ୍ଗିର ସହରରେ ହୋଇଥିବା ପି.ଡି.ଏସ ଘୋଟାଲା ଦାୟିତ୍ୱରେ ଥିବା ଇନସପେକ୍ଟର ବିଜୟ କୁଲୁ, ସଦର ACSO ଶରତ ରାଉତ ଓ ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀ ମୀରରାଜ ଅଲ୍ଲିଙ୍କୁ ନିର୍ଦ୍ଦୋଶ ଦର୍ଶାଇ ପୌରସଂସ୍ଥାର ACSO ପୁଷ୍ପଲତା ଦାସଙ୍କ ବିରୋଧରେ ଦୋଷ ଲଦାଯାଇଛି। ଦେଖନ୍ତୁ ପୂରା ଘଟଣା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ମାନବ ସେବା ହିଁ ମାଧବ ସେବା
ବାଲେଶ୍ବର ବାହାନଗା ଟ୍ରେନ୍ ଟ୍ରାଜେଡି ଶୁଣି ବ୍ରହ୍ମପୁରରୁ ଦୁଇ ଆମ୍ବୁଲାନସ୍ ଧରି ବାହାରି ପଡିଲେ ବାହାନଗା। ଦୀର୍ଘ ୪ ଦିନ ରହି ଲୋକଙ୍କ ସେବା କରି ବ୍ରହ୍ମପୁର ଫେରିଥିଲେ।
Odisha
'ନୂଆ ବୋତଲରେ ପୁରୁଣା ମଦ'
ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା ଓ ତାଙ୍କ ବିଭାଗର ସଚିବଙ୍କୁ ବଦଳିକୁ ନେଇ ବିଜେପି ନେତା ବିଭୁ ତରାଇଙ୍କ ପ୍ରତିକ୍ରିୟା। ନୂଆ ବୋତଲରେ ପୁରୁଣା ମଦ କହି ବିଜେଡିକୁ କଲେ ଟାର୍ଗେଟ୍ ।
Odisha
ବଡ଼ ରହସ୍ୟ-ମନ୍ତ୍ରୀ ହଟିଲେ,ସଚିବ ବିଦା ହେଲେ
ଭଲ ପ୍ରଦର୍ଶନ ନାହିଁ ବୋଲି ପଦରୁ ବିଦା କରାଗଲା କି ରୋହିତ ପୁଜାରୀଙ୍କୁ। ମନ୍ତ୍ରୀଙ୍କ ଯଦି ପ୍ରଦର୍ଶନ ଖରାପ ଥିଲା ହେଲେ ସଚିବଙ୍କର କାହିଁକି ଗୋଟିଏ ଦିନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏବଂ ସଚିବ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଗଲା।
Odisha
'ନୂଆ ମନ୍ତ୍ରୀ ହୋଇଥିଲି, ଆଗକୁ ଶିଖିବି'
ମୁଖ୍ୟମନ୍ତ୍ରୀ ବୋଧେ ମୋ ଠାରୁ ଅଧିକ ଆଶା କରୁଥିଲେ। ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ରୋହିତ ପୂଜାରୀଙ୍କ ପ୍ରତିକ୍ରିୟା। କହିଲେ, ମୁଖ୍ୟମନ୍ତ୍ରୀ ବୋଧେ ମୋ ଠାରୁ ଅଧିକ ଆଶା କରୁଥିଲେ, ମୁଁ ମୋର ବେଷ୍ଟ ଏଫର୍ଟ ଦେଇଛି, ବିଗତ ଦିନରେ ମୁଖ୍ୟମନ୍ତ୍ରୀ ମୋତେ ବହୁତ ଆଶୀର୍ବାଦ ଦେଇଥିଲେ, ଆଗକୁ ଯାହା ଦାୟିତ୍ୱ ଦେବେ କରିବି।