ଚକମା ଖାଇଗଲେ ଜିଲ୍ଲାପାଳ | Odisha Reporter
ଗତ ମାସ ମେ' ୨୬ ତାରିଖ ଦିନ ସ୍ପିଡପୋଷ୍ଟ ଜରିଆରେ ଜିଲ୍ଲାପାଳଙ୍କୁ ଦିଆଯାଇଛି ଏକ ଚିଠି। ଏହି ଚିଠିରେ ସହରର ସମସ୍ତ ସ୍ବଂୟ ସହାୟକ ଗୋଷ୍ଠୀ, ଏସ୍.ଏଚ.ଜି ଗ୍ରୁପର ସଭାନେତ୍ରୀ ଓ ସମ୍ପାଦିକାଙ୍କ ଦସ୍ତଖତରେ ଆଠଟି ପ୍ରସ୍ତାବ ଉପରେ ଜିଲ୍ଳାପାଳଙ୍କୁ ଚିଠି ଲେଖାଯାଇଛି। ପୂରା ଚିଠିରେ ବଲାଙ୍ଗିର ସହରରେ ହୋଇଥିବା ପି.ଡି.ଏସ ଘୋଟାଲା ଦାୟିତ୍ୱରେ ଥିବା ଇନସପେକ୍ଟର ବିଜୟ କୁଲୁ, ସଦର ACSO ଶରତ ରାଉତ ଓ ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀ ମୀରରାଜ ଅଲ୍ଲିଙ୍କୁ ନିର୍ଦ୍ଦୋଶ ଦର୍ଶାଇ ପୌରସଂସ୍ଥାର ACSO ପୁଷ୍ପଲତା ଦାସଙ୍କ ବିରୋଧରେ ଦୋଷ ଲଦାଯାଇଛି। ଦେଖନ୍ତୁ ପୂରା ଘଟଣା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
