Advertisment

ଚକମା ଖାଇଗଲେ ଜିଲ୍ଲାପାଳ !

ଗତ ମାସ ମେ' ୨୬ ତାରିଖ ଦିନ ସ୍ପିଡପୋଷ୍ଟ ଜରିଆରେ ଜିଲ୍ଲାପାଳଙ୍କୁ ଦିଆଯାଇଛି ଏକ ଚିଠି। ଏହି ଚିଠିରେ ସହରର ସମସ୍ତ ସ୍ବଂୟ ସହାୟକ ଗୋଷ୍ଠୀ, ଏସ୍‌.ଏଚ.ଜି ଗ୍ରୁପର ସଭାନେତ୍ରୀ ଓ ସମ୍ପାଦିକାଙ୍କ ଦସ୍ତଖତରେ ଆଠଟି ପ୍ରସ୍ତାବ ଉପରେ ଜିଲ୍ଳାପାଳଙ୍କୁ ଚିଠି ଲେଖାଯାଇଛି।

Advertisment

ଗତ ମାସ ମେ' ୨୬ ତାରିଖ ଦିନ ସ୍ପିଡପୋଷ୍ଟ ଜରିଆରେ ଜିଲ୍ଲାପାଳଙ୍କୁ ଦିଆଯାଇଛି ଏକ ଚିଠି। ଏହି ଚିଠିରେ ସହରର ସମସ୍ତ ସ୍ବଂୟ ସହାୟକ ଗୋଷ୍ଠୀ, ଏସ୍‌.ଏଚ.ଜି ଗ୍ରୁପର ସଭାନେତ୍ରୀ ଓ ସମ୍ପାଦିକାଙ୍କ ଦସ୍ତଖତରେ ଆଠଟି ପ୍ରସ୍ତାବ ଉପରେ ଜିଲ୍ଳାପାଳଙ୍କୁ ଚିଠି ଲେଖାଯାଇଛି। ପୂରା ଚିଠିରେ ବଲାଙ୍ଗିର ସହରରେ ହୋଇଥିବା ପି.ଡି.ଏସ ଘୋଟାଲା ଦାୟିତ୍ୱରେ ଥିବା ଇନସପେକ୍ଟର ବିଜୟ କୁଲୁ, ସଦର ACSO ଶରତ ରାଉତ ଓ ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀ ମୀରରାଜ ଅଲ୍ଲିଙ୍କୁ ନିର୍ଦ୍ଦୋଶ ଦର୍ଶାଇ ପୌରସଂସ୍ଥାର ACSO ପୁଷ୍ପଲତା ଦାସଙ୍କ ବିରୋଧରେ ଦୋଷ ଲଦାଯାଇଛି। ଦେଖନ୍ତୁ ପୂରା ଘଟଣା। 

Advertisment
Balangir Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe