‘ଶ୍ରଦ୍ଧା ସବୁରୀ’ର ଇଂରାଜୀ ଅନୁବାଦ ପ୍ରକାଶିତ

ଭୁବନେଶ୍ୱର: ସାଇଭକ୍ତଙ୍କ ଅନୁଭୂତି ଉପରେ ଆଧାରିତ ଶ୍ରଦ୍ଧା ସବୁରୀର ଇଂରାଜୀ ଅନୁବାଦ ପୁସ୍ତକର ପୂଜନ ଉତ୍ସବ ଭୁବନେଶ୍ୱର ଇନଫୋସିସ୍ ଛକଠାରେ ଥିବା ସାଇ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଅଣ ଓଡ଼ିଆ ପାଠକ ପାଠିକାଙ୍କ ଉଦ୍ଦେଶ୍ୟରେ ଏହି ପୁସ୍ତକ ପ୍ରକାଶ ପାଇଛି।  ପୁସ୍ତକର ଇଂରାଜୀ ଅନୁବାଦ ସି.ଆର ଦାସ୍ କରିଥିବା ବେଳେ ରଶ୍ମିରେଖା ରଥ ଏହାର ସଂପାଦନା କରିଛନ୍ତି। ଏହି ପୂଜନ ଉତ୍ସବରେ ପୁସ୍ତକର ସଂପାଦିକା ରଶ୍ମିରେଖା ରଥ , ଅନୁବାଦକ ସି.ଆର୍ ଦାସ , ଓଡ଼ିଶା ଟେଲିଭିଜନ ଲିମିଟେଡର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଓ ଓରଟେଲ କମୁନିକେସନର ସିଇଓ ବିଭୁ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Ordigital Desk
• Published: Monday, 13 November 2017
• Updated: 13 November 2017, 10:14 AM IST

ଭୁବନେଶ୍ୱର: ସାଇଭକ୍ତଙ୍କ ଅନୁଭୂତି ଉପରେ ଆଧାରିତ ଶ୍ରଦ୍ଧା ସବୁରୀର ଇଂରାଜୀ ଅନୁବାଦ ପୁସ୍ତକର ପୂଜନ ଉତ୍ସବ ଭୁବନେଶ୍ୱର ଇନଫୋସିସ୍ ଛକଠାରେ ଥିବା ସାଇ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଅଣ ଓଡ଼ିଆ ପାଠକ ପାଠିକାଙ୍କ ଉଦ୍ଦେଶ୍ୟରେ ଏହି ପୁସ୍ତକ ପ୍ରକାଶ ପାଇଛି।  ପୁସ୍ତକର ଇଂରାଜୀ ଅନୁବାଦ ସି.ଆର ଦାସ୍ କରିଥିବା ବେଳେ ରଶ୍ମିରେଖା ରଥ ଏହାର ସଂପାଦନା କରିଛନ୍ତି। ଏହି ପୂଜନ ଉତ୍ସବରେ ପୁସ୍ତକର ସଂପାଦିକା ରଶ୍ମିରେଖା ରଥ , ଅନୁବାଦକ ସି.ଆର୍ ଦାସ , ଓଡ଼ିଶା ଟେଲିଭିଜନ ଲିମିଟେଡର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଓ ଓରଟେଲ କମୁନିକେସନର ସିଇଓ ବିଭୁ ରଥ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos