ଏଫବିଆଇ ତଦନ୍ତ ପାଇଁ ଚିଠି ପହଁଚିଛି ତ? | Odisha Reporter
ଜାନୁଆରୀ ୨୯ ତାରିଖରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କଲା ଏଏସଆଇ ଗୋପାଳ ଦାସ। ତେବେ ଗୋପାଳ କାହିଁକି ନବ ଦାସଙ୍କୁ ହତ୍ୟା କଲା ଓ ତା’ ପଛରେ କିଏ ଅଛି ତାର ଉତ୍ତର ମିଳିଲା ନାହିଁ। ଏହା ପଛରେ ବ୍ୟକ୍ତିଗତ ରାଗ, ରାଜନୈତିକ ନା ବ୍ୟବସାୟିକ ଶତ୍ରୁତା ରହିଛି ତାହା ୨ ମାସ ପରେ ବି ସ୍ପଷ୍ଯ ହୋଇପାରିଲା ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
