Advertisment

ଭବିଷ୍ୟତ ଦେଖାଗଲାନି, ଜିନ୍ସ ପ୍ୟାଣ୍ଟ ଦେଖାଗଲା

ଶୁକ୍ରବାର ମାଟ୍ରିକ ପରୀକ୍ଷା ଦେବା ପାଇଁ ଛାତ୍ର ଜଣଙ୍କ ସ୍କୁଲରେ ପହଞ୍ଚିଥିଲେ। ହେଲେ ଗେଟରୁ ହିଁ ତାଙ୍କୁ ବିଦା କରିଦେଲେ ଶିକ୍ଷୟତ୍ରୀ। ଯେଉଁଠି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜଣେ ଶିକ୍ଷକ ବା ଶିକ୍ଷୟତ୍ରୀଙ୍କ ହାତରେ ଥାଏ ସେଠି ଶିକ୍ଷୟିତ୍ରୀ ହିତାହତ ଜ୍ଞାନ ଭୁଲିଯାଇଥିଲେ। ନୟାଗଡ଼ ଦଶପଲ୍ଲା ଥାନା କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମରୁ ଏପରି ଅଭିଯୋଗ ଆସିଛି। ଗ୍ରାମର ପ୍ରମୋଦ ନାୟକଙ୍କ ପୁଅ ପ୍ରଦୀପ ନାୟକ ରାଧା ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାଠ ପଢନ୍ତି । ଶୁକ୍ରବାର ସକାଳ ୭ଟାରେ ଦଶପଲ୍ଲା ବାଳକ ଉଚ୍ଚ ବିଦ୍ୟାଳୟକୁ ଦଶମ ପରୀକ୍ଷା ଦେବାକୁ ଯାଉଥିଲେ। ହେଲେ ସେ ୟୁନିଫର୍ମରେ ନଥିବାରୁ ଛାତ୍ରକୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇ ନଥିଲା ।

Nayagarh Odisha 10th Board Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe