ଶକ୍ତିମନ୍ତ୍ରୀ ନିଜର ଶକ୍ତି ଦେଖାଇପାରିଲେ ନାହିଁ। ହେଲେ ମୁଖ୍ୟ ଶାସନ ସଚିବ କିନ୍ତୁ ତାହା କରି ଦେଖାଇଲେ। ଟାଟା ପାଓ୍ୱାର ପ୍ରତି ଅନାବିଳ ପ୍ରେମ ପଦାରେ ପଡିଛି। ଯେତେବେଳେ ଶକ୍ତିମନ୍ତ୍ରୀଙ୍କୁ ବିଜୁଳି କାଟ କଥା ପଚରାଯାଏ ସେତେବଳେ ଟେକ୍ନିକାଲ ଭାଷାରେ କୁହନ୍ତି ଯାହାକି ସାଧାରଣ ଲୋକଟିଏ ପାଇଁ ଅବୁଝା ହୋଇପଡେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ପଚା ଶବ ସହ ୭ ଦିନ
ଏ ଛାତିଥରା କାହାଣୀର ଏମାନେ ହେଉଛନ୍ତି ଜଣେ ଜଣେ ମୂକସାକ୍ଷୀ। ଦେହରୁ ଶବର ଦୁର୍ଗନ୍ଧ ବାହାରୁଛି ଆଉ ମନ ଭିତରେ ଭୟ। ଯେଉଁଠି ମାଆ ନିଜ ମଲା ପୁଅର ମୁହଁ ଦେଖିବାକୁ ଭୟ କରୁଛି, ସେଠି ଏହିମାନେ ହିଁ ଶବ ଭିତରେ ହାତ ପୂରାଇ ଚିହ୍ନା ଶବ ଖୋଜୁଛନ୍ତି।
Odisha
ମାତିଛି ଲୌହଦାନବ !
ଏଠି ବାହାନଗା କରମଣ୍ଡଳ ଟ୍ରାଜେଡି ଭଳି କୋଳାହଳ ନାହିଁ। ହେଲେ କରୁଣ ଦୁଖ ବାହାନଗାଠାରୁ କିଛି କମ ନୁହେଁ। ଏଠାରେ ବି ୬ ଜଣଙ୍କୁ ମାରିଛି ଲୌହଦାନବ। ଆଉ କିଛି ଜଣଙ୍କୁ ପଙ୍ଗୁ ବି କରିଛି।
Odisha
ବ୍ଲାକ ରୋଜକୁ ଦେଲେନି, କରମଣ୍ଡଳକୁ ଦେଲେ
ସଂଗୀନ ମାମଲାରେ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସମ୍ମତି ଦେବାକୁ ଖୁବ୍ ତତ୍ପରତା ଦେଖାଉଥିବାବେଳେ ଅନ୍ୟ କେତେକ ମାମଲାରେ ଖୁବ ନିଷ୍କ୍ରିୟ ରହୁଥିବା ଦେଖାଯାଉଛି।
Odisha
ମଣିଷପଣିଆକୁ ଦଳି ଦେଇ, ଧଡ଼ା ପଳାଇଲେ ଟୁରିଷ୍ଟ ହୋଇ !
ଲୋକେ କଣ ପାଇଁ ଭୋଟ ଦେଲେ ? ବିପଦ ଆପଦରେ ଛିଡା ହେବା ପାଇଁ ନା ଅସୁବିଧା ବେଳେ ସିଙ୍ଗାପୁର ପଳାଇବା ପାଇଁ ? ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରଶ୍ନ।