Advertisment

ଟାଟା ପାଓ୍ୱାରକୁ ନେଇ ସରକାର ଦୁଇ ଫାଳ !

ଶକ୍ତିମନ୍ତ୍ରୀ ନିଜର ଶକ୍ତି ଦେଖାଇପାରିଲେ ନାହିଁ। ହେଲେ ମୁଖ୍ୟ ଶାସନ ସଚିବ କିନ୍ତୁ ତାହା କରି ଦେଖାଇଲେ। ଟାଟା ପାଓ୍ୱାର ପ୍ରତି ଅନାବିଳ ପ୍ରେମ ପଦାରେ ପଡିଛି।

Advertisment

ଶକ୍ତିମନ୍ତ୍ରୀ ନିଜର ଶକ୍ତି ଦେଖାଇପାରିଲେ ନାହିଁ। ହେଲେ ମୁଖ୍ୟ ଶାସନ ସଚିବ କିନ୍ତୁ ତାହା କରି ଦେଖାଇଲେ। ଟାଟା ପାଓ୍ୱାର ପ୍ରତି ଅନାବିଳ ପ୍ରେମ ପଦାରେ ପଡିଛି। ଯେତେବେଳେ ଶକ୍ତିମନ୍ତ୍ରୀଙ୍କୁ ବିଜୁଳି କାଟ କଥା ପଚରାଯାଏ ସେତେବଳେ ଟେକ୍ନିକାଲ ଭାଷାରେ କୁହନ୍ତି ଯାହାକି ସାଧାରଣ ଲୋକଟିଏ ପାଇଁ ଅବୁଝା ହୋଇପଡେ।

Advertisment
Tata Power Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe