ବାଲେଶ୍ବର ବାହାନଗା ଟ୍ରେନ୍ ଟ୍ରାଜେଡି ଶୁଣି ବ୍ରହ୍ମପୁରରୁ ଦୁଇଟି ଆମ୍ବୁଲାନସ୍ ଧରି ବାହାରି ପଡିଲେ ବାହାନଗା। ଦୀର୍ଘ ୪ ଦିନ ରହି ଲୋକଙ୍କ ସେବା କରି ବ୍ରହ୍ମପୁର ଫେରିଥିଲେ। କିଭଳି ଥିଲା ଉଦ୍ଧାର କାର୍ଯ୍ୟ ବଖାଣିଛନ୍ତି ରାଜୀବ ମିଶ୍ର। ବ୍ରହ୍ମପୁରରୁ ବାହାନଗା, ଶହ ଶହ କିଲୋମିଟର, ରାତିର କିଟିମିଟି ଅନ୍ଧାର ଭିତରେ ଯାତ୍ରା ବି ଥିଲା ଖୁବ୍ କଠିନ, ତଥାପି ହାତରେ ହାତ ବାନ୍ଧି ବସିନଥିଲେ, ଆଉ ଇଏ ହେଉଛି ଦେଶର ସବୁଠୁ ବଡ଼ ଟ୍ରେନ ଟ୍ରାଜେଡିରେ ପରଦା ପଛର ହିରୋ ବ୍ରହ୍ମପୁରର ଜଗନ୍ନାଥ ବିହାରର ରାଜୀବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
'ନୂଆ ବୋତଲରେ ପୁରୁଣା ମଦ'
ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା ଓ ତାଙ୍କ ବିଭାଗର ସଚିବଙ୍କୁ ବଦଳିକୁ ନେଇ ବିଜେପି ନେତା ବିଭୁ ତରାଇଙ୍କ ପ୍ରତିକ୍ରିୟା। ନୂଆ ବୋତଲରେ ପୁରୁଣା ମଦ କହି ବିଜେଡିକୁ କଲେ ଟାର୍ଗେଟ୍ ।
Odisha
ବଡ଼ ରହସ୍ୟ-ମନ୍ତ୍ରୀ ହଟିଲେ,ସଚିବ ବିଦା ହେଲେ
ଭଲ ପ୍ରଦର୍ଶନ ନାହିଁ ବୋଲି ପଦରୁ ବିଦା କରାଗଲା କି ରୋହିତ ପୁଜାରୀଙ୍କୁ। ମନ୍ତ୍ରୀଙ୍କ ଯଦି ପ୍ରଦର୍ଶନ ଖରାପ ଥିଲା ହେଲେ ସଚିବଙ୍କର କାହିଁକି ଗୋଟିଏ ଦିନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏବଂ ସଚିବ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଗଲା।
Odisha
ହଠାତ୍ ଗାଏବ ହୋଇଗଲେ କି ମନ୍ତ୍ରୀ ?
ରାଜ୍ୟ ଶାସନରେ ଦିନକୁ ଦିନ ବଦଳି ଚାଲିଛି କି ରୀତିନୀତି। ଗୁରୁବାର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଲା। ହେଲେ ଗଣଶିକ୍ଷା ମନ୍ତ୍ରୀଙ୍କୁ କେଉଁଠି ବି ଟିକେ ଦେଖିବାକୁ ମିଳିଲାନି। ପୂର୍ବରୁ ଯେବେ ପରୀକ୍ଷା ଫଳ ବାହାରେ ପ୍ରତିଥର ବିଭାଗୀୟ ମନ୍ତ୍ରୀ ନିଜେ ସାମ୍ନାକୁ ଆସି ପ୍ରେସମିଟ କରି ସୂଚନା ଦିଅନ୍ତି।
Odisha
ମାତିଛି ଲୌହଦାନବ !
ଏଠି ବାହାନଗା କରମଣ୍ଡଳ ଟ୍ରାଜେଡି ଭଳି କୋଳାହଳ ନାହିଁ। ହେଲେ କରୁଣ ଦୁଖ ବାହାନଗାଠାରୁ କିଛି କମ ନୁହେଁ। ଏଠାରେ ବି ୬ ଜଣଙ୍କୁ ମାରିଛି ଲୌହଦାନବ। ଆଉ କିଛି ଜଣଙ୍କୁ ପଙ୍ଗୁ ବି କରିଛି।