Advertisment

ମାନବ ସେବା ହିଁ ମାଧବ ସେବା

ବାଲେଶ୍ବର ବାହାନଗା ଟ୍ରେନ୍ ଟ୍ରାଜେଡି ଶୁଣି ବ୍ରହ୍ମପୁରରୁ ଦୁଇ ଆମ୍ବୁଲାନସ୍ ଧରି ବାହାରି ପଡିଲେ ବାହାନଗା। ଦୀର୍ଘ ୪ ଦିନ ରହି ଲୋକଙ୍କ ସେବା କରି ବ୍ରହ୍ମପୁର ଫେରିଥିଲେ।

Advertisment

ବାଲେଶ୍ବର ବାହାନଗା ଟ୍ରେନ୍ ଟ୍ରାଜେଡି ଶୁଣି ବ୍ରହ୍ମପୁରରୁ ଦୁଇଟି ଆମ୍ବୁଲାନସ୍ ଧରି ବାହାରି ପଡିଲେ ବାହାନଗା। ଦୀର୍ଘ ୪ ଦିନ ରହି ଲୋକଙ୍କ ସେବା କରି ବ୍ରହ୍ମପୁର ଫେରିଥିଲେ। କିଭଳି ଥିଲା ଉଦ୍ଧାର କାର୍ଯ୍ୟ ବଖାଣିଛନ୍ତି ରାଜୀବ ମିଶ୍ର। ବ୍ରହ୍ମପୁରରୁ ବାହାନଗା, ଶହ ଶହ କିଲୋମିଟର, ରାତିର କିଟିମିଟି ଅନ୍ଧାର ଭିତରେ ଯାତ୍ରା ବି ଥିଲା ଖୁବ୍ କଠିନ, ତଥାପି ହାତରେ ହାତ ବାନ୍ଧି ବସିନଥିଲେ, ଆଉ ଇଏ ହେଉଛି ଦେଶର ସବୁଠୁ ବଡ଼ ଟ୍ରେନ ଟ୍ରାଜେଡିରେ ପରଦା ପଛର ହିରୋ ବ୍ରହ୍ମପୁରର ଜଗନ୍ନାଥ ବିହାରର ରାଜୀବ। 

Advertisment
Odisha Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe