ସ୍ୱାମୀ ଖଟରେ, ସ୍ତ୍ରୀ ଯାଇଛନ୍ତି ଦାଦନ ଖଟି | Odisha Reporter
ଶଯ୍ୟାଶାୟୀ ଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଖଡ଼ିଆଳ ବ୍ଲକ ସାନ ମହେଶ୍ବର ପଞ୍ଚାୟତ ସ୍ଥିତ ଘରଧରା ଗାଁର ଗୌରାଙ୍ଗ ଶବର, ବୟସ ମାତ୍ର ୩୦। ଯେଉଁ ବୟସରେ ଛାତି ଚଉଡ଼ା କରି ଖଟିବା କଥା, ସେଇ ବୟସରେ ସେ ଖଟରେ ଶୋଇଛନ୍ତି। ଦେହରୁ ମାଂସ ଯେମିତି ମିଳେଇ ଯାଉଛି, ଆଉ ଶରୀରଟା ସେମିତି ଖଟ ଉପରେ ପଡ଼ିରହିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
