Advertisment

ସାମ୍ବାଦିକ ହେବେ ବିଜେଡି ନେତା !

ନେତା ନେଲେ ତାଲିମ୍। ଜାଣିଲେ ଏବେ ଯୁଗ ହେଉଛି ସୋଶାଲ ମିଡିଆର, ଫେସବୁକ ଆଉ ଇନଷ୍ଟାଗ୍ରାମର। ଏଥିପାଇଁ ସବୁବେଳେ ଆକ୍ଟିଭ ରହିବାକୁ ହେବ ସୋଶାଲ ମିଡିଆରେ। ସେ ଯୁବ ପିଢୀ ହୁଅନ୍ତୁ ବା ବୟସ୍କ ଏବେ ସମସ୍ତଙ୍କ ହାତରେ ଆଣ୍ଡ୍ରୟଡ୍ ମୋବାଇଲ ଫୋନ୍।

author-image
Manoj Swain

ନେତା ନେଲେ ତାଲିମ୍। ଜାଣିଲେ ଏବେ ଯୁଗ ହେଉଛି ସୋଶାଲ ମିଡିଆର, ଫେସବୁକ ଆଉ ଇନଷ୍ଟାଗ୍ରାମର। ଏଥିପାଇଁ ସବୁବେଳେ ଆକ୍ଟିଭ ରହିବାକୁ ହେବ ସୋଶାଲ ମିଡିଆରେ। ସେ ଯୁବ ପିଢୀ ହୁଅନ୍ତୁ ବା ବୟସ୍କ ଏବେ ସମସ୍ତଙ୍କ ହାତରେ ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍। ଟିକେ କଣ ହେଲେ ଏବେ ଲୋକେ ମୋବାଇଲରେ ଫେସବୁକ ନହେଲେ ହ୍ବାଟସପ୍ ଦେଖୁଛନ୍ତି ଏଥିପାଇଁ ସବୁ ନେତା ଏ ବିଷୟରେ ଜାଣିବା ଦରକାର ନ ହେଲେ ଆଗାମୀ ୧୦୦ ବର୍ଷର ସ୍ବପ୍ନ ଦେଖୁଥିବା ଦଳ ଆଗକୁ ବଢିବ କେମିତି।

Advertisment
Odisha BjD Odisha Politics Social Media