ପାଣ୍ଡିଆନଙ୍କୁ ସାର୍ ଡାକିଲେ ମନ୍ତ୍ରୀ | Odisha Reporter
Advertisment
5ଟି ସଚିବ ପାଣ୍ଡିଆନଙ୍କୁ ସାର୍ କହିଲେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, କହିଲେ- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଚିବ ପାଣ୍ଡିଆନ ସାର୍ ପ୍ରକଳ୍ପ ସମୀକ୍ଷା କରୁଛନ୍ତି, ବିଭିନ୍ନ ଜିଲ୍ଲା ବୁଲି ସେ ସମୀକ୍ଷା କରୁଛନ୍ତି, ଏଥିରେ ଅସୁବିଧା କଣ, ଫାଇଭ୍ ଟି ସଚିବ ଯେମିତି ଲୋକଙ୍କ ସମସ୍ୟା ଶୁଣୁଛନ୍ତି, ବିରୋଧୀ ଚିନ୍ତିତ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us