Advertisment

ମା' ଜାଣିନି ପୁଅ ବଂଚିଛି କି ମରିଛି

ଭୟଙ୍କର ରେଳ ଦୁର୍ଘଟଣାର ମୃତଦେହ ସଂପର୍କରେ ଜାଣିବାକୁ ବିଏମ୍‌ସି ପକ୍ଷରୁ ହେଲପ ଲାଇନ ଜାରି କରଯାଇଛି। ଭୁବନେଶ୍ୱରକୁ ଅଣାଯାଇଥିବା ୧୬୦ ମୃତଦେହ ସମ୍ପର୍କରେ ଜାଣିବାକୁ ବିଏମସି ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି। ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ହେଲପ ଲାଇନ ହେଲା ୧୯୨୯।

Advertisment

ଦୁର୍ଘଟଣାସ୍ଥଳରୁ ଶବ ଗୃହ, ହସ୍ପିଟାଲରୁ ହାଇସ୍କୁଲ, ଯୋଉଠି ଯୋଉଠି ମୃତକ ଓ ଆହତ ଅଛନ୍ତି ସବୁଠି ଖୋଜିସାରିଲେଣି। କିନ୍ତୁ ପୁଅକୁ କୋଉଠି ପାଉନାହାନ୍ତି। କଲିକତାରୁ ଆସି ବାଲେଶ୍ଵରଠୁ ଭୁବନେଶ୍ଵର କେତେ ଆଉ ବୁଲିବେ ଏହି ମହିଳା। ତାଙ୍କ ପୁଅକୁ କେଉଁଠି ପାଉନାହାନ୍ତି। କିନ୍ତୁ ଏପଟେ ଭୟଙ୍କର ରେଳ ଦୁର୍ଘଟଣାର ମୃତଦେହ ସଂପର୍କରେ ଜାଣିବାକୁ ବିଏମ୍‌ସି ପକ୍ଷରୁ ହେଲପ ଲାଇନ ଜାରି କରଯାଇଛି। ଭୁବନେଶ୍ୱରକୁ ଅଣାଯାଇଥିବା ୧୬୦ ମୃତଦେହ ସମ୍ପର୍କରେ ଜାଣିବାକୁ ବିଏମସି ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି। ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ହେଲପ ଲାଇନ ହେଲା ୧୯୨୯। ଏହି ନମ୍ବରକୁ ଫୋନ୍ କରି ସମ୍ପର୍କୀୟ ମୃତଦେହ ରଖାଯାଇଥିବା ସ୍ଥାନ ଜାଣିପାରିବେ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।

Advertisment
Odisha Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe