Advertisment

ଜନ୍ମମାଟି ଜନ ସମୁଦ୍ର

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ବୀର ଯବାନ ଦେବାଶିଷ ବିଶ୍ବାଳ ଶନିବାର ଅପରାହ୍‌ଣ ସାଢ଼େ ୨ଟା ସମୟରେ ପଞ୍ଚଭୂତରେ ଲୀନ ହୋଇଛନ୍ତି।

Advertisment

ମାଟି ମା'ର ଛାତି ବି ଗର୍ବରେ ଫୁଲି ଉଠୁଛି। ତାଙ୍କୁ କୋଳେଇ ନେବାକୁ ସତେ ଯେମିତି ଅପେକ୍ଷା କରି ଚାହିଁ ବସିଛି। ବୀର ଯବାନଙ୍କୁ ସବୁଦିନ ପାଇଁ ବିଦାୟ ଦେବାକୁ ସାହସ ଜୁଟାଇଲେଣି ଅଞ୍ଚଳବାସୀ ଓ ପରିବାର।  ଲୁହ ଛଳ ଛଳ ଆଖିରେ ବନ୍ଧା ସରିଲାଣି କୋକେଇ। ବୀର ଯବାନଙ୍କ ଶରୀର ସ୍ପର୍ଶ ପାଇଁ ସତେ ଯେମିତି ଚାହିଁ ବସିଛି ଏଇ ଖାଁ ଖାଁ ଗାଁ ମଶାଣି। ଯୋଉଠି ଦେଖିବ କେବଳ ଲୁହବର୍ଷା। ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ବୀର ଯବାନ ଦେବାଶିଷ ବିଶ୍ବାଳ ଶନିବାର ଅପରାହ୍‌ଣ ସାଢ଼େ ୨ଟା ସମୟରେ ପଞ୍ଚଭୂତରେ ଲୀନ ହୋଇଛନ୍ତି।

Advertisment
Indian Army Puri Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe