Advertisment

ବନ୍ଦ ହେଲା ପ୍ଲାଜମା ସଂଗ୍ରହ ପ୍ରକ୍ରିୟା

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ବୁର୍ଲା ଭୀମସାର ରକ୍ତ ଭଣ୍ଡାରରେ କୋଭିଡ୍ ରୋଗୀଙ୍କ ପାଇଁ ପ୍ଲାଜମା ସଂଗ୍ରହ ପ୍ରକ୍ରିୟା ଏକ ପ୍ରକାର ବନ୍ଦ ହୋଇଛି। ଡୋନରଙ୍କ ଠାରୁ ସଂଗୃହିତ ପ୍ଲାଜମା ଗୁଡ଼ିକୁ ସଂରକ୍ଷିତ କରି ରଖିବା ପାଇଁ ଉଦ୍ଦିଷ୍ଟ ଫ୍ରିଜର ଖରାପ ହୋଇ ପଡ଼ିଥିବାରୁ ଏମିତି ସ୍ଥିତି ଉପୁଜିଛି। ଶେଷରେ ବ୍ଲଡ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ଲାଜମା ସଂଗ୍ରହ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଡୋନର, ପ୍ଲାଜମା ସଂଗ୍ରହ ନ କରିବା ପାଇଁ ନିଷ୍ପତ୍ତି […]

ବନ୍ଦ ହେଲା ପ୍ଲାଜମା ସଂଗ୍ରହ ପ୍ରକ୍ରିୟା

plazma

Advertisment

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ବୁର୍ଲା ଭୀମସାର ରକ୍ତ ଭଣ୍ଡାରରେ କୋଭିଡ୍ ରୋଗୀଙ୍କ ପାଇଁ ପ୍ଲାଜମା ସଂଗ୍ରହ ପ୍ରକ୍ରିୟା ଏକ ପ୍ରକାର ବନ୍ଦ ହୋଇଛି। ଡୋନରଙ୍କ ଠାରୁ ସଂଗୃହିତ ପ୍ଲାଜମା ଗୁଡ଼ିକୁ ସଂରକ୍ଷିତ କରି ରଖିବା ପାଇଁ ଉଦ୍ଦିଷ୍ଟ ଫ୍ରିଜର ଖରାପ ହୋଇ ପଡ଼ିଥିବାରୁ ଏମିତି ସ୍ଥିତି ଉପୁଜିଛି।

Advertisment

ଶେଷରେ ବ୍ଲଡ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ଲାଜମା ସଂଗ୍ରହ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଡୋନର, ପ୍ଲାଜମା ସଂଗ୍ରହ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଗତ ସେପ୍ଟେମ୍ବରରେ ନୂଆ ଡିପ୍ ଫ୍ରିଜର ଯୋଗାଣ ହୋଇଥିବା ବେଳେ ମାସଟିଏ ନ ପୁରୁଣୁ ତାହା ଖରାପ ହୋଇଯାଇଛି। ମେକାନିକ୍ ଆସିଥିଲେ ମଧ୍ୟ ଏହାର ମରାମତି କରିବାରେ ବିଫଳ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe