ବିଦେଶରେ ହେଉଥିବା ଓଡିଶା ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଲା ବେଳେ ମାଡମ ମନ୍ତ୍ରୀଙ୍କ ବିଭାଗ ନାଁ ଭୁଲି ଗଲେ। ଦୁବାଇରେ ଏହି ଉତ୍ସବକୁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗର କୌଶଳ,ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ ‘ରାଜ୍ୟ ସଂସ୍କୃତି ଓ ଭାଷା ବିଭାଗର ମନ୍ତ୍ରୀ’ ଭାବେ ଅଭିହିତ କଲେ । ଲୋକେ କହୁଛନ୍ତି କେମିତି ମନ୍ତ୍ରୀଙ୍କ ବିଭାଗ ଜାଣି ନାହାଁନ୍ତି ମାଡମ ?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
୭ ସେକେଣ୍ଡରେ ନାଲିବତୀ!
ଭୁବନେଶ୍ୱର ଟ୍ରାଫିକର ଏ କି ଅବସ୍ଥା? ଗୋଟିଏ ପଟରେ ମାତ୍ର ୭-୮ ସେକେଣ୍ଡ ପରେ ସବୁଜରୁ ଆସିଯାଉଛି ନାଲିବତୀ। ଗୋଟିଏ ଦୁଇଟି ଗାଡ଼ି ଜେବ୍ରା କ୍ରସିଂ ଅତିକ୍ରମ କରୁ କରୁ ଆସିଯାଉଛି ନାଲିବତୀ। କେବେ ୨ ସେକେଣ୍ଡ ପାଇଁ ହଳଦୀ ବତୀ ଜଳୁଛି ତ ଆଉ କେବେ ଜଳୁନାହିଁ। ଦେଖନ୍ତୁ ରିପୋର୍ଟ।
Odisha
ପଡ଼ିଯିବ ଛକି ଚିହ୍ନ!
ବୋହୂ ରୋନାଲିଙ୍କ ଅଭିଯୋଗକୁ ବାଏଁ ବାଏଁ ଉଡାଇ ଦେଲେ ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଅଭିଯୋଗର ଦିନକ ପରେ ଜବାବ ରଖି କହିଲେ, ଅଭିଯୋଗର ଆଧାର ନାହିଁ, ଭିତ୍ତିହୀନ। କେବଳ ଶଶି ବେହେରା ନୁହଁନ୍ତି ବଲାଙ୍ଗୀର ରାଜ ପରିବାରର ସାନପୁଅ ଅର୍କେଶ ସିଂଦେଓଙ୍କ ରାଜନୈତିକ କ୍ୟାରିୟର ମଧ୍ୟ ଦୋଛକିରେ।
Odisha
ବୋହୂଙ୍କୁ ନ୍ୟାୟ ଦେବେ କି ନବୀନ?
ଦୁଇ ବୋହୂଙ୍କ ନିର୍ଯାତନା ଅଭିଯୋଗକୁ ନେଇ ଏବେ ଅଡୁଆରେ ପୂରା ବିଜେଡି। ରାଜାଘର କଳି ଏବେ ବେଡ଼୍ ରୁମରୁ ବାହାରି ରାସ୍ତା ଉପରକୁ ଆସିଯାଇଛି। କଥା ଟୁପୁରୁ ଟାପୁରୁରେ ଆଉ ସୀମିତ ହୋଇ ରହି ନାହିଁ। କାରଣ ପୁଅ ବୋହୂଙ୍କ ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ନବୀନଙ୍କ ବାଲ୍ୟବନ୍ଧୁ ତଥା ବିଜେଡିର ବରିଷ୍ଠ ଉପସଭାପତି ଥିବା ବଲାଙ୍ଗିର ରାଜା ଅନଙ୍ଗ ଉଦୟ ସିଂହଦେଓଙ୍କ ବିରୋଧରେ ସାନବୋହୂ ଆଣିଛି ନିର୍ଯାତନା ଅଭିଯୋଗ।
Odisha
ବିଜେଡିକୁ କିଏ ଦେଲା ୨୯୧ କୋଟି?
ଅଜଣା ସୂତ୍ରରୁ ସିଂହଭାଗ ଆୟ କରୁଛନ୍ତି ଆଞ୍ଚଳିକ ଦଳ। ଅଜଣା ସୂତ୍ରରୁ ବିଜେଡି ପାଇଛି ୨୯୧ କୋଟି। ୨୦୨୧-୨୨ ବର୍ଷରେ ବିଜେଡି ଏତେ ପରିମାଣର ଫଣ୍ଡ ପାଇଥିବା ଏଡିଆର୍ ରିପୋର୍ଟରୁ ଜଣାପଡିଛି। ଏହି ରିପୋର୍ଟ ଅନୁସାରେ ବିଜେଡି ମୋଟ ଆୟର ଏହା ୯୪ ପ୍ରତିଶତରୁ ଅଧିକ।