Advertisment

ସଚିବ ଜାଣି ନାହାଁନ୍ତି ମନ୍ତ୍ରୀଙ୍କ ବିଭାଗ

ବିଦେଶରେ ହେଉଥିବା ଓଡିଶା ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଲା ବେଳେ ମାଡମ ମନ୍ତ୍ରୀଙ୍କ ବିଭାଗ ନାଁ ଭୁଲି ଗଲେ। ଦୁବାଇରେ ଏହି ଉତ୍ସବକୁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗର କୌଶଳ,ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।

Advertisment

ବିଦେଶରେ ହେଉଥିବା ଓଡିଶା ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଲା ବେଳେ ମାଡମ ମନ୍ତ୍ରୀଙ୍କ ବିଭାଗ ନାଁ ଭୁଲି ଗଲେ। ଦୁବାଇରେ ଏହି ଉତ୍ସବକୁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗର କୌଶଳ,ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ ‘ରାଜ୍ୟ ସଂସ୍କୃତି ଓ ଭାଷା ବିଭାଗର ମନ୍ତ୍ରୀ’ ଭାବେ ଅଭିହିତ କଲେ । ଲୋକେ କହୁଛନ୍ତି କେମିତି ମନ୍ତ୍ରୀଙ୍କ ବିଭାଗ ଜାଣି ନାହାଁନ୍ତି ମାଡମ ?

Advertisment
Government Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe