ପୁଅ ଆସିଲେ, ବାପା ନାଚିଲେ ! || Sura Routray Dance On Success Of Son Sidharth Routray || Odisha Reporter
Advertisment
ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଋଷର ମାଉଣ୍ଟ ଏଲବ୍ରସ ଗିରିଶୃଙ୍ଗ ଚଢିବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏନେଇ ବିଧାୟକ ସୁରେଶ ରାଉତରାୟ ପୁଅଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us