ବାଲେଶ୍ବର ବାହାନଗା କରମଣ୍ଡଳର କାଳ ରାତିର କରୁଣ କାହଣୀ ସବୁଠି ଛାଇଗଲାଣି। ଦୁର୍ଘଟଣା ଖବର ଜାଣି ତୁରନ୍ତ ଘଟଣା ସ୍ଥଳକୁ ଧାଇଁ ଯାଇଥିଲେ ଦେବଦୂତ ସାଜିଥିବା ସ୍ଥାନୀୟ ବାସିନ୍ଦା , ଏକାଧିକ ଆହତଙ୍କୁ ଉଦ୍ଧାର କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ପର ଷ୍ଟେସନରେ ଖାଦ୍ୟ ଧରି ଠିଆ ହୋଇଥିଲେ ସ୍ତ୍ରୀ
ବାହାନଗା ଟ୍ରେନ ଟ୍ରାଜେଡିରେ ଯେତେ ଶବ ସେତେ ଛାତିଫଟା କାହାଣୀ। ଶହ ଶହ ପରିବାର କାନ୍ଦୁଛନ୍ତି ଗୁମୁରି ଗୁମୁରି। ଆଉ ସେ ଭିତରୁ ଏ ପରିବାର ବି ଗୋଟିଏ। ଯୋଉଠି ଖାଦ୍ୟ ଧରି ସେଦିନ ପରବର୍ତ୍ତୀ ଷ୍ଟେସନରେ ସ୍ୱାମୀଙ୍କୁ ଅପେକ୍ଷା କରିଥିବା ନବବିବାହିତା ଏଇ ପତ୍ନୀ ଜଣକ ଏଯାଏଁ ବିଶ୍ୱାସ କରିପାରୁନାହାନ୍ତି ଯେ ସବୁଦିନ ପାଇଁ ନିଜ ପ୍ରିୟ ମଣିଷଟାକୁ ସେ ହରାଇ ଦେଇଛନ୍ତି।
Odisha
'ରଖେ ହରି ତ ମାରେ କିଏ'
ସେଦିନ କରମଣ୍ଡଳ ଏକ୍ସପ୍ରେସର ଯାତ୍ରୀ ଥିଲେ ସମାଜସେବୀ ଦିଲ୍ଲିପ ପଟ୍ଟନାୟକ। ଆମ ଆଗରେ କହିଛନ୍ତି ହୃଦୟବିଦାରକ ସେ ରାତିର ଦୃଶ୍ୟ । କେମିତି ତାଙ୍କ ଆଗରେ ଟଳିପଡୁଥିଲେ ଲୋକେ ?
Odisha
ସାମ୍ନାକୁ ଆସିଲା ଦୁର୍ଘଟଣା ସମୟର ଭିଡିଓ
ସାମ୍ନାକୁ ଆସିଲା ଦୁର୍ଘଟଣା ସମୟର ଭିଡିଓ। ତେବେ ବାହାନଗା ଟ୍ରେନ୍ ଟ୍ରାଜେଡି କାହିଁକି ଘଟିଲା ? କେମିତି ଥିଲା ସେଦିନ ସଂଧ୍ୟା ?