ଶବ ନେଉନି- ମାଂସ ଖାଉନି- କଲିଜା ଖାଉଛି || Mysterious Creature Killed Sheeps In Niali || Odisha Reporter
Advertisment
ଅଜଣା ଜନ୍ତୁକୁ ନେଇ ପୁଣି ହଇଚଇ। ପୁଣି ୩ଟି ମେଣ୍ଢା ମାରିଲା ଅଜଣା ଜନ୍ତୁ। କଣ୍ଟାପଡ଼ା ବ୍ଲକ ଦୋଳଠାକୁର ଗାଁ ପୋଖରୀ ସାହିର ଚାଷୀ ପଞ୍ଚାନନଙ୍କ ଗୁହାଳରେ, ୩ଟି ମେଣ୍ଢାକୁ ଅଜଣା ଜନ୍ତୁ ମାରିଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ବନ ବିଭାଗ ଓ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଏଯାଏଁ ହାତ ଖାଲି। କେମିତି ଆକାରର କେହି କହି ପାରୁନାହାନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us