ଜନ୍ମ ଦେଇନାହାନ୍ତି ସତ ହେଲେ ନିଜ ପିଲାଠୁ କମ୍ ନୁହଁନ୍ତି | Odisha Reporter
Advertisment
ଦିନେ ନୁହଁ କି ଦୁଇ ଦିନ ନୁହଁ ଏମିତି ବର୍ଷ ବର୍ଷ ଧରି ଗଛ ସହ କଟୁଛି ଜୀବନ। ଯେଉଁ ବୟସରେ ବିଶ୍ରାମ କରିବା କଥା ସେହି ବୟସରେ ସେ କୋଡ଼ିଏ ହଜାରରୁ ଅଧିକ ଗଛକୁ ଲଗାଇଛନ୍ତି। ସବୁଜିମାରେ ଭରି ରହିଥିବା ଗଛ ଗୁଡ଼ିକୁ ସେ ନିଜ ପିଲା ଭଳି ସେବା ସୁଶୃଶା କରି ଆସୁଛନ୍ତି। ସତେ ଯେମିତି ପ୍ରକୃତି ପ୍ରମରେ ବନ୍ଧା ଏହି ମଣିଷର ଜୀବନ। ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଜଡ଼ିଦା ପଞ୍ଚାୟତ ରାଇକାଳି ଗ୍ରାମର ଶ୍ରୀନାଥ ପାତ୍ରଙ୍କ କଥା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us