ପାରମ୍ପରିକ ହସ୍ତତନ୍ତର ବିକ୍ରିବଟା ସହ କାରିଗରଙ୍କୁ ରୋଜଗାର ଯୋଗାଇଦେବା ଉଦ୍ଦେଶ୍ୟରେ ଛିଡ଼ା ହୋଇଛି ମଣିନାଗ ତନ୍ତୁବାୟ ସହଯୋଗ ସମିତି । କିନ୍ତୁ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ବୃତ୍ତି ଛାଡ଼ିବାକୁ ବସିଲେଣି ବୁଣାକାର। ପରିଶ୍ରମ ଅନୁଯାଇ ପାରିଶ୍ରମିକ ମିଳୁ ନଥିବାରୁ ହସ୍ତତନ୍ତ କାରୀଗରି ପ୍ରତି ମୁହଁ ଫେରାଉଛନ୍ତି ଯୁବ କାରିଗର।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ଭୋଟ ବେଳେ ଲାଞ୍ଚ ?
ଭୋଟ ବେଳେ ସରକାର ବିଭିନ୍ନ ଜାତିକୁ ଦେଉଛନ୍ତି କି ଲାଞ୍ଚ? ଭୋଟ ହେବାର ସପ୍ତାହେ ପୂର୍ବରୁ ସରକାରୀ ଉପହାର ନେଇ ଉଠିଲା ପ୍ରଶ୍ନ। ଝାରସୁଗୁଡ଼ା ଉପନିର୍ବାଚନର ୭ ଦିନ ପୂର୍ବରୁ ଅଗ୍ରିଆ ସମାଜ ପାଇଁ ଘର ଓ ଟଙ୍କା।
Odisha
5Tକୁ ପ୍ରଶଂସା କଲେ ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ
ଆଗାମୀ ସାଧାରଣ ନିର୍ବାଚନରେ ମୈଦାନକୁ ଓହ୍ଲାଇବେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ। ତେବେ କେଉଁ ଦଳରୁ ଲଢ଼ିବେ, ଏଯାଏଁ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେ ନିଜେ ୪/୫ ଆସନରେ ସର୍ଭେ କରୁଛନ୍ତି।
Odisha
ରାଜ୍ୟ ପାଇଁ ଲଜ୍ଜାର ଦିନ
ରକାର ହେୟଜ୍ଞାନ ପାଇଁ ନିନ୍ଦିତ ହେଲା ଓଡ଼ିଶା। ଟାଟା ପାଓ୍ବାର ଇଡକୋକୁ ଦୋଷ ଦେଉଛି। ଇଡକୋ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦୋଷ ଲଦିଲା।
Odisha
ଭୋଟ୍ ଗୋଟିକୁ ନଡ଼ିଆ ଗୋଟେ!
ଯେତିକି ଭୋଟ, ସେତିକି ନଡ଼ିଆ। ୧୪ ହଜାର ଭୋଟରେ ଜିତିଥିଲେ, ୧୫ ହଜାର ନଡିଆ ପିଟିଲେ। ଚର୍ଚ୍ଚାରେ ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ଆନ୍ଧ୍ର ପ୍ରଦେଶର ସୀମାଞ୍ଚଳ ଠାରେ ଥିବା ନୃସିଂହ ମନ୍ଦିରରେ ଭାଙ୍ଗିଲେ ନଡ଼ିଆ। ମାନସିକ ରଖିଲେ, ଏଥର ଜିତିଲେ ପୁଣି ଆସିବେ।