ବୃତ୍ତିରେ ବାଧକ ବାର୍ଦ୍ଧକ୍ୟ | Odisha Reporter
ପାରମ୍ପରିକ ହସ୍ତତନ୍ତର ବିକ୍ରିବଟା ସହ କାରିଗରଙ୍କୁ ରୋଜଗାର ଯୋଗାଇଦେବା ଉଦ୍ଦେଶ୍ୟରେ ଛିଡ଼ା ହୋଇଛି ମଣିନାଗ ତନ୍ତୁବାୟ ସହଯୋଗ ସମିତି । କିନ୍ତୁ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ବୃତ୍ତି ଛାଡ଼ିବାକୁ ବସିଲେଣି ବୁଣାକାର। ପରିଶ୍ରମ ଅନୁଯାଇ ପାରିଶ୍ରମିକ ମିଳୁ ନଥିବାରୁ ହସ୍ତତନ୍ତ କାରୀଗରି ପ୍ରତି ମୁହଁ ଫେରାଉଛନ୍ତି ଯୁବ କାରିଗର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
