Advertisment

କାମ ଚାଲିଛି ଜୋରଦାର, ପାଣି ଜମୁଛି ଜୋରଦାର !

ବକ୍ସ ଡ୍ରେନ କାମ ଦିର୍ଘଦିନରୁ ଚାଲିଥିବା ବେଳେ ବିଭିନ୍ନ ଛୋଟ ଡ୍ରେନ ଗୁଡିକୁ ବନ୍ଦ କରି କାମ ଚାଲୁଛି। ଫଳରେ ତଳି ଅଞ୍ଚଳର ଡ୍ରେନ ପାଣି ଗୁଡିକ ନିଷ୍କାସନ ହୋଇପାରୁନାହିଁ।

author-image
Manoj Swain

ବକ୍ସ ଡ୍ରେନ କାମ ଦିର୍ଘଦିନରୁ ଚାଲିଥିବା ବେଳେ ବିଭିନ୍ନ ଛୋଟ ଡ୍ରେନ ଗୁଡିକୁ ବନ୍ଦ କରି କାମ ଚାଲୁଛି। ଫଳରେ ତଳି ଅଞ୍ଚଳର ଡ୍ରେନ ପାଣି ଗୁଡିକ ନିଷ୍କାସନ ହୋଇପାରୁନାହିଁ। ଆଉ ବର୍ଷା ଟିକିଏ ହେଲେ ପରିସ୍ଥିତି ସଂଙ୍ଗୀନ ହୋଇପଡୁଛି। ସହରରୁ ବର୍ଷା ଜଳ ନିଷ୍କାସନ କରିବା ପାଇଁ ୨୦୦ ରୁ ଊର୍ଦ୍ଧ୍ବ ମଟର ପମ୍ପର ବ୍ୟବସ୍ଥା କରାଯାଇଥିବାବେଳେ ନିର୍ମାଣଧିନ ବକ୍ସ ଡ୍ରେନକୁ ମଧ୍ୟ ପାଣି ଛଡାଯାଇ ଜଳ ନିଷ୍କାସନ କରାଯାଉଥିବା କହିଛନ୍ତି। କଟକ ମେୟର ସୁବାସ ସିଂ କଣ କହିଛନ୍ତି ଶୁଣନ୍ତୁ।

Advertisment
Odisha Cuttack