ବକ୍ସ ଡ୍ରେନ କାମ ଦିର୍ଘଦିନରୁ ଚାଲିଥିବା ବେଳେ ବିଭିନ୍ନ ଛୋଟ ଡ୍ରେନ ଗୁଡିକୁ ବନ୍ଦ କରି କାମ ଚାଲୁଛି। ଫଳରେ ତଳି ଅଞ୍ଚଳର ଡ୍ରେନ ପାଣି ଗୁଡିକ ନିଷ୍କାସନ ହୋଇପାରୁନାହିଁ। ଆଉ ବର୍ଷା ଟିକିଏ ହେଲେ ପରିସ୍ଥିତି ସଂଙ୍ଗୀନ ହୋଇପଡୁଛି। ସହରରୁ ବର୍ଷା ଜଳ ନିଷ୍କାସନ କରିବା ପାଇଁ ୨୦୦ ରୁ ଊର୍ଦ୍ଧ୍ବ ମଟର ପମ୍ପର ବ୍ୟବସ୍ଥା କରାଯାଇଥିବାବେଳେ ନିର୍ମାଣଧିନ ବକ୍ସ ଡ୍ରେନକୁ ମଧ୍ୟ ପାଣି ଛଡାଯାଇ ଜଳ ନିଷ୍କାସନ କରାଯାଉଥିବା କହିଛନ୍ତି। କଟକ ମେୟର ସୁବାସ ସିଂ କଣ କହିଛନ୍ତି ଶୁଣନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆଜି ନୂଆଁଖାଇ, ମା’ ସମଲେଶ୍ୱରୀଙ୍କଠାରେ ଲାଗି ହେବ ନବାନ୍ନ
ଆଜି ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ଗାଁଠୁ ସହର। ଅଧିଷ୍ଠାତ୍ରୀ ଦେବୀଙ୍କ ପାଖରେ ନୂଆଁ ଖାଦ୍ୟ ଲଗାଇବା ପରେ, ପରିବାର ସହ ଏକାଠି ବସିବେ ସମସ୍ତେ।
Accident
ବାଇକ୍ରେ ଓଭର ଟେକ୍ କରୁଥିଲେ, ଚାପିଦେଲା ଟ୍ରକ୍
କୋରାପୁଟରୁ ସୁନାବେଡା ଅଭିମୁଖେ ଯାଉଥିଲା ଏକ ଟ୍ରକ୍। ଆଉ ଟ୍ରକ୍ ପଛେ ପଛେ ବାଇକ୍ରେ ଯାଉଥିଲେ ଦୁଇ ଜଣ ନାବାଳକ। ସଦର ଥାନା ରେଳ ଓଭର ବ୍ରିଜ୍ ନିକଟରେ ନାବାଳକ ଦୁଇ ଜଣ ଟ୍ରକ୍କୁ ଓଭର ଟେକ୍ କରିବାକୁ ଚେଷ୍ଟା କରୁଥିଲେ
Miscellaneous
ଆବେଦନ ବେଳେ ଖୋଲୁନି ‘ସୁଭଦ୍ରା’ ପୋର୍ଟାଲ
ସମାନ ଚିତ୍ର ଦେଖିବାକୁ ମିଳିଛି ବରଗଡ଼ରେ। ଏଠି କେତେବେଳେ ପୋର୍ଟାଲ ଖୋଲୁନି ତ ଆଉ କେତେବେଳେ ଖୋଲିଲେ ଆଉ କାହାର ଲଗ୍ ଇନ୍ ଆଡି ଖୋଲିଯାଉଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ।
Crime
ମାଲ ମାରି ଶ୍ରେଣୀ କକ୍ଷରେ ଶୋଇଥିଲେ ପ୍ରଧାନ ସାର୍
ଭାଲୁଡୁଙ୍ଗରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶିକ୍ଷକତା କରୁଥିଲେ ରବି ବାରିକ। କିଛି ମାସ ତଳେ ପ୍ରଧାନଶିକ୍ଷକଙ୍କ ଅବସର ପରେ ଶ୍ରୀ ବାରିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିଲେ।
Crime
୧.୩୨ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଏମ୍ଭିଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
ବିଜୟ କୁମାର ବେହୁରିଆଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ।