Advertisment

ପୁଲିସର ଥାର୍ଡ ଡିଗ୍ରୀ ଭୟରେ ଆତ୍ମହତ୍ୟା କଲେ ଯୁବକ !

ପୁଲିସର ଥାର୍ଡ ଡିଗ୍ରୀ ଭୟରେ ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଯୁବକ! ମୃତକ ଜଣକ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧିନ ଶରଡିହା ଗାଁର ରଜପାଣି ପାତ୍ର। ଆଜି ତାଙ୍କ ମୃତଦେହ ଗାଁ ନିକଟ ଜଙ୍ଗଲରୁ ମିଳିଛି। ଏହି ଘଟଣା ପରେ ପୁଲିସ୍ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ରଜପାଣିଙ୍କ ପରିବାର ଲୋକେ।

author-image
Manoj Swain
ଅଦ୍ୟତନ ହୋଇଛି