""
ଓଡ଼ିଶା ମୟୂରଭଞ୍ଜ ପୁଲିସର ଥାର୍ଡ ଡିଗ୍ରୀ ଭୟରେ ଆତ୍ମହତ୍ୟା କଲେ ଯୁବକ ! ପୁଲିସର ଥାର୍ଡ ଡିଗ୍ରୀ ଭୟରେ ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଯୁବକ! ମୃତକ ଜଣକ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧିନ ଶରଡିହା ଗାଁର ରଜପାଣି ପାତ୍ର। ଆଜି ତାଙ୍କ ମୃତଦେହ ଗାଁ ନିକଟ ଜଙ୍ଗଲରୁ ମିଳିଛି। ଏହି ଘଟଣା ପରେ ପୁଲିସ୍ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ରଜପାଣିଙ୍କ ପରିବାର ଲୋକେ। 22 Jan 2023 18:25 IST ଅଦ୍ୟତନ ହୋଇଛି22 Jan 2023 18:30 ISTManoj Swain Follow Usପୋଲିସ ମାଡ ଡରରେ ଯୁବକଙ୍କ ଆତ୍ମହତ୍ୟା! | Odisha ReporterAdvertisment Read More Advertisment