ସିନାପାଲି ବ୍ଲକ ନୂଆପଡ଼ା ଗ୍ରାମର ଏ ହେଉଛନ୍ତି ହେମଲତା ମାଝୀ। ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କର ଅଭାବି ସଂସାର। ଯାହା ହାତ ଧରି ଦିନେ ସବୁକିଛି ଛାଡ଼ି ପଳାଇ ଆସିଥିଲେ। ସେ ଯେ ଦିନେ ସବୁଦିନ ପାଇଁ ଏକାକରି ଚାଲିଯିବ ଏକଥା ସେ କେବେ କଲ୍ପନା କରିନଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ବିଜେଡିକୁ କିଏ ଦେଲା ୧୬ କୋଟି?
ଏ ହେଉଛି ୫ଟି ପ୍ରମୁଖ ଆଞ୍ଚଳିକ ଦଳ ଯେଉଁମାନେ ୨୦ ହଜାର ଟଙ୍କା ଉପରକୁ କେତେ ଟଙ୍କା ଚାନ୍ଦା ପାଇଛନ୍ତି ତାହା ନିର୍ବାଚନ କମିଶନଙ୍କ ନିକଟରେ ଦର୍ଶାଇଛନ୍ତି। ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ- ଏଡିଆର ଏ ନେଇ ରିପୋର୍ଟ ଜାରି କରିଛି। ଏଥିରେ ୨୦୨୧-୨୨ରେ ଟିଆରଏସ୍ ୪୦.୯୦ କୋଟି, ଆପ୍ ୩୮.୨୪ କୋଟି, ଜେଡିୟୁ ୩୩.୨୫ କୋଟି ଭଳି ଚାନ୍ଦା ପାଇଥିବା ବେଳେ ଦେଶର ଦ୍ୱିତୀୟ ଧନୀ ଦଳ ବିଜୁ ଜନତା ଦଳ ବା ବିଜେଡି ପାଇଥିବା ଚାନ୍ଦାରେ ୧୬ କୋଟି ଟଙ୍କା କାହାର କିଛି ଜଣାପଡ଼ୁନି।
Odisha
ଏଭଳି ବସ୍ ଦେଖିଛନ୍ତି କି?
ରାଜଧାନୀ ଭୁବନେଶ୍ଵର ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ବିଭିନ୍ନ ସହରକୁ ଚାଲିବ ସବୁଠାରୁ ଲମ୍ୱା ବସ୍। ତାହା ପୁଣି ସୁପର ବିଜିନେସ କ୍ଲାସ ବସ। ଓଡ଼ିଶାରେ ଏତେ ଲମ୍ବା ବସ ପୁଣି ଯାତ୍ରୀମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ଥିବା ବସ ବରମୁଣ୍ଡାକୁ ଆସିଛି। ଆସନ୍ତୁ ଜାଣିବା ଏହି ବସକୁ କିଏ ଆଣିଛନ୍ତି, ଆଉ ଯାତ୍ରୀମାନଙ୍କ ପାଇଁ କଣ କଣ ସୁବିଧା ଅଛି?
Odisha
ବବିଙ୍କ ମୁହଁ ଚାହିଁଲେନି ସଞ୍ଜୟ
ଯେଉଁଠି ଦିନେ ସଞ୍ଜୟଙ୍କ ପତିଆରା ଚାଲିଥିଲା ସେଠାରେ ରାଜ କରୁଛନ୍ତି ସାଙ୍ଗଠନିକ ସମ୍ପାଦକ ବବି ଦାସ। ଅଫିସିଆଲ ପଦବୀ ପାଇ ମଧ୍ୟ ଅଚିହ୍ନାଙ୍କ ଭଳି ତଳେ ବସି ରହିଲେ ସଞ୍ଜୟ ଦାସବର୍ମା। ଏମିତି ବି କୋଟେରି ଗ୍ରୁପ ଚାପରେ ସଞ୍ଜୟ ଦୀର୍ଘଦିନ ଧରି ଏକପାଖିଆ ହୋଇ ରହିଛନ୍ତି।
Odisha
ମିଳିଲା ଗଦା ଗଦା ନକଲି ସାର୍ଟିଫିକେଟ୍
ବହୁ ପରିମାଣର ନକଲି ସାର୍ଟିଫିକେଟ, ବ୍ଲାଙ୍କ ସାର୍ଟିଫିକେଟ, ଲୋଗୋ, ପ୍ରିଣ୍ଟର ମେସିନ, ୬ଟି ସ୍ମାର୍ଟ ଫୋନ, ଓଡ଼ିଶା ସରକାର ସମେତ ଛତିଶଗଡ଼, ଆନ୍ଧ୍ର ଶିକ୍ଷା ବିଭାଗର ହୋଲୋଗ୍ରାମ ଲୋଗୋ ଜବତ। ଏନେଇ ବ୍ରହ୍ମପୁର ଏସପି କଣ ସୂଚନା ଦେଉଛନ୍ତି ଶୁଣନ୍ତୁ।