ଆଖିର ଲୁହ ବଖାଣୁଛି ଏମାନଙ୍କ କଷ୍ଟ | Odisha Reporter
ସିନାପାଲି ବ୍ଲକ ନୂଆପଡ଼ା ଗ୍ରାମର ଏ ହେଉଛନ୍ତି ହେମଲତା ମାଝୀ। ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କର ଅଭାବି ସଂସାର। ଯାହା ହାତ ଧରି ଦିନେ ସବୁକିଛି ଛାଡ଼ି ପଳାଇ ଆସିଥିଲେ। ସେ ଯେ ଦିନେ ସବୁଦିନ ପାଇଁ ଏକାକରି ଚାଲିଯିବ ଏକଥା ସେ କେବେ କଲ୍ପନା କରିନଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
