Advertisment

ଓଡ଼ିଶା ପାଇଁ ସତର୍କ ସୂଚନା ନାହିଁ

ଆଜି ପ୍ରେସମିଟରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା। ବର୍ତ୍ତମାନ ଓଡ଼ିଶା ପାଇଁ କିଛି ସତର୍କ ସୂଚନା ନାହିଁ, ଓଡ଼ିଶା ଉପକୂଳ ପାଇଁ ବର୍ଷା, ପବନର ସତର୍କ ସୂଚନା ଜାରି କରାଯାଇନି, ଲୋକମାନେ ବ୍ୟସ୍ତ ହୁଅନ୍ତୁନି।

author-image
Manoj Swain

ଆଜି ପ୍ରେସମିଟରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା। ବର୍ତ୍ତମାନ ଓଡ଼ିଶା ପାଇଁ କିଛି ସତର୍କ ସୂଚନା ନାହିଁ, ଓଡ଼ିଶା ଉପକୂଳ ପାଇଁ ବର୍ଷା, ପବନର ସତର୍କ ସୂଚନା ଜାରି କରାଯାଇନି, ଲୋକମାନେ ବ୍ୟସ୍ତ ହୁଅନ୍ତୁନି। ଆସନ୍ତା ୯ ତାରିଖ ପାଖାପାଖି ସୃଷ୍ଟି ହୋଇପାରେ ବାତ୍ୟା, ୬ ତାରିଖ ପାଖାପାଖି ସୃଷ୍ଟ ଘୂର୍ଣ୍ଣିବଳୟ, ୭ରେ ଲଘୁଚାପର ରୂପ ନେବ, ଲଘୁଚାପଟି ଘନୀଭୂତ ହୋଇ ୮ରେ ଅବପାତର ରୂପ ନେବ, ପରେ ଏହା ଉତ୍ତର ଦିଗକୁ ଗତି କରିବ, ଏହା ଅଧିକ ଘନୀଭୂତ ହୋଇ ୯ ସୁଦ୍ଧା ବାତ୍ୟାର ରୂପ ନେଇପାରେ।  

Advertisment
Cyclone Update Weather Report IMD