‘6 ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା’ | Odisha Reporter
Advertisment
ଆଜି ପ୍ରେସମିଟରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା। ବର୍ତ୍ତମାନ ଓଡ଼ିଶା ପାଇଁ କିଛି ସତର୍କ ସୂଚନା ନାହିଁ, ଓଡ଼ିଶା ଉପକୂଳ ପାଇଁ ବର୍ଷା, ପବନର ସତର୍କ ସୂଚନା ଜାରି କରାଯାଇନି, ଲୋକମାନେ ବ୍ୟସ୍ତ ହୁଅନ୍ତୁନି। ଆସନ୍ତା ୯ ତାରିଖ ପାଖାପାଖି ସୃଷ୍ଟି ହୋଇପାରେ ବାତ୍ୟା, ୬ ତାରିଖ ପାଖାପାଖି ସୃଷ୍ଟ ଘୂର୍ଣ୍ଣିବଳୟ, ୭ରେ ଲଘୁଚାପର ରୂପ ନେବ, ଲଘୁଚାପଟି ଘନୀଭୂତ ହୋଇ ୮ରେ ଅବପାତର ରୂପ ନେବ, ପରେ ଏହା ଉତ୍ତର ଦିଗକୁ ଗତି କରିବ, ଏହା ଅଧିକ ଘନୀଭୂତ ହୋଇ ୯ ସୁଦ୍ଧା ବାତ୍ୟାର ରୂପ ନେଇପାରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us